ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡି ଦର୍ଶନ

Sep 21, 2025 - 07:58
 13
ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡି ଦର୍ଶନ

ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡି ଦର୍ଶନ

ଏହା ଏକ ନିର୍ଦିଷ୍ଟ ଗାଇଡ଼ ଲାଇନ ଉପରେ କାର୍ଯ୍ୟକାରୀ ହେବ

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିରର ପରିଚାଳନା କମିଟି ଅନୁମୋଦନ କରିଛି

ଏକ ସବ କମିଟି ଗଠନ ପାଇଁ ପରିଚାଳନା କମିଟି ସୁପାରିଶ କରିଛି

ଏହି ସବକମିଟିର ଅଧକ୍ଷ ରହିବେ ଜିଲ୍ଲାପାଳ

ସବ କମିଟି ଗଠନ ପ୍ରସ୍ତାବ ସେବକ ନିଯୋଗ ଆଲୋଚନା ପରେ କରାଯିବ ବୋଲି ସ୍ଥିର ହୋଇଛି

ଶ୍ରୀଜୀଙ୍କ ନୀତିକାନ୍ତି, ଧାଡି ଦର୍ଶନରେ ଯେପରି ସୁରୁଖୁରୁରେ ଚାଲିବ ତାହା ଉପରେ ଗୁରୁତ୍ୱ ଦିଆଯିବ

ନାଟ୍ୟମଣ୍ଡପରେ ଏହି ଧାଡି ଦର୍ଶନ ପରୀକ୍ଷାମୂଳକ ଭାବେ କରାଯିବାକୁ ସ୍ଥିର ହୋଇଛି

 ବିଧାନ ସଭାରେ ଏହି ପ୍ରସଙ୍ଗକୁ ନେଇ ଉତ୍ତରରେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ