ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ଅକ୍ଟୋବର ମାସ ୦୯ ତାରିଖ ୨୦୨୬ ମସିହା (ଶୁକ୍ରବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*ଆଶ୍ୱିନମାସ- କୃଷ୍ଣପକ୍ଷ*
*ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୦୯/୧୫ ଗତେ ଅମାବାସ୍ୟା*
*ନକ୍ଷତ୍ର- ଉତ୍ତରା ଫା ରାତ୍ରି ଘ୦୯/୪୩ ଗତେ ହସ୍ତା*
*ଚନ୍ଦ୍ର- କନ୍ୟା*
*ଯୋଗ- ବ୍ରହ୍ମ*
*କରଣ - ବିଷ୍ଟି*
*ସୌରମାସ- କନ୍ୟା ୨୩ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୪୩/୪୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୬/୩୨
*ଯୋଗିନୀ ପଶ୍ଚିମେ ରାତ୍ରି ଘ୦୯/୧୫ ଗତେ ଐଶ।ନ୍ୟେ*
*ବୃଷ ରାଶିର ଘାତଚନ୍ଦ୍ର*
*ବିଛା,ଧନୁ ଓ ମୀନ ରାଶି ର ଘାତବାର*
*ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ମୃତେ ରାତ୍ରି ଘ୦୯/୪୨ ମଧ୍ୟେ ଏକ ପାଦ ପୁଷ୍କର ଦୋଷ*
କାଳବେଳା ଓ ବାରବେଳା - ଦିବା ଘ୦୮/୩୯ ଗତେ ଘ୧୧/୩୫ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୨ ମଧ୍ୟେ ଓ ଘ୦୭/୧୮ ଗତେ ଘ୦୯/୩୮ ମଧ୍ୟେ ଓ ଘ୧୨/୦୬ ଗତେ ଘ୦୩/୧୮ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।-
ନ।ସ୍ତି
ଆଜି ବିରି ଭକ୍ଷଣ ନିଷେଧ