ସାମ୍ବାଦିକକା ଶିଲା ପଟନାୟକ ଙ୍କ ଅକାଳ ବିୟୋଗ....

Jan 7, 2026 - 10:30
 22
ସାମ୍ବାଦିକକା ଶିଲା ପଟନାୟକ ଙ୍କ ଅକାଳ ବିୟୋଗ....

ସର୍ବଦା ଚଳ ଚଞ୍ଚଳ ଥିବା ସାମ୍ବାଦିକକା ଶିଲା ପଟନାୟକ, ଯାହାର କଥା ଓ ସାମ୍ବାଦିକତାରେ ହସ ସହଜରେ ବାରି ହୋଇପଡୁଥିଲା, ଆଜି ସେ ସବୁ ସ୍ବପ୍ନ ହୋଇ ରହିଗଲା | ଏକ ସଡ଼କ ଦୁର୍ଘଟଣାରେ ସେ ଇହଲୀଳା ସମ୍ବରଣ କରିଗଲେ | ତାଙ୍କର ଅମର ଆତ୍ମାର ସଦଗତି ପାଇଁ ବିନମ୍ର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଅଛୁ..

*

*

*