ସଂସଦରେ ଗୃହୀତ ହେଲା ୩ ଟି ବିଲ...
ସଂସଦର ସ୍ୱତନ୍ତ୍ର ଅଧିବେଶନରେ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହୋଇଛି।
୩ଟି ବିଲ୍ ଆଗତ କଲେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍।
ଗୋଟିଏ ବିଲ୍ ଆଗତ କଲେ ଗୃହ ମନ୍ତ୍ରୀ ଅମିତ ଶାହ।
୧୩୧ ତମ ସମ୍ବିଧାନ ସଂଶୋଧନ ବିଲ୍ ୨୦୨୬ ଆଗତ କଲେ ମେଘୱାଲ।
ଡିଲିମିଟେସନ ବିଲ୍ ୨୦୨୬ ମଧ୍ୟ ଆଗତ କରାଯାଇଛି।
କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍ ୨୦୨୬ ଆଗତ କଲେ ଶାହ।
ବିଲ୍ ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ କେ.ସି. ବେଣୁଗୋପାଳ। ବେଣୁଗୋପାଳଙ୍କୁ କାଉଣ୍ଟର୍ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ।