ସକ୍ରିୟ ଏବଂ ପ୍ରଯୁକ୍ତି ଆଧାରିତ ପ୍ରଶାସନକୁ ଅକ ଦକ୍ଷ ଓ ସୁଦୃଢ଼ କରିଛି ‘ପ୍ରଗତି’
କେନ୍ଦ୍ର କ୍ୟାବିନେଟ୍ ସଚିବ ଏବଂ ଅନ୍ୟ ବିଭାଗୀୟ ସଚିବମାନେ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ପ୍ରଗତି ବ୍ୟବସ୍ଥା (ପ୍ରୋ ଆକ୍ଟିଭ୍ ଗଭର୍ଣ୍ଣାନ୍ସ ଏଣ୍ଡ ଟାଇଗ୍ଲି ଇମ୍ପ୍ଲିମେଣ୍ଟେସନ୍ ବା ସକ୍ରିୟ ପ୍ରଶାସନ ଏବଂ ସମୟୋଚିତ କାର୍ଯ୍ୟକାରିତା)ର ଫଳାଫଳ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
କ୍ୟାବିନେଟ୍ ସଚିବ କହିଥିଲେ, ପ୍ରଗତି ଇକୋସିଷ୍ଟମ ଅଧୀନରେ ପ୍ରକଳ୍ପଗୁଡ଼ିକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରାଯାଉଛି।
ଏହା ବିଭିନ୍ନ ପ୍ରସଙ୍ଗର ତ୍ବରିତ ସମାଧାନ କରୁଥିବା ସେ କହିଥିଲେ । ପ୍ରଗତି ବ୍ୟବସ୍ଥା ବିଭିନ୍ନ ସ୍ତର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ପ୍ରସଙ୍ଗଗୁଡ଼ିକର ବ୍ୟବସ୍ଥିତ ତଦାରଖ ଏବଂ ସେଗୁଡ଼ିକର ସମାଧାନକୁ ସକ୍ଷମ କରିଥାଏ ବୋଲି ସେ କହିଥିଲେ ।
କ୍ୟାବିନେଟ ବିନେଟ ସଚିବ କହିଥିଲେ, ଲ, ପ୍ରାରମ୍ଭରେ ପ୍ରାର ମନ୍ତ୍ରଣାଳୟ ସ୍ତରରେ ସମସ୍ୟାଗୁଡ଼ିକର ସମାଧାନ ହେଉଥିଲେ ମଧ୍ଯ ଉଚ୍ଚସ୍ତରୀୟ ସମୀକ୍ଷା ପାଇଁ ପ୍ରତିଷ୍ଠିତ ସଂସ୍ଥାଗତ ବ୍ୟବସ୍ଥା ମାଧ୍ଯମରେ ର ଜଟିଳ ଏବଂ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଆଗକୁ ବଢ଼ାଯାଏ।
ସେଗୁଡ଼ିକ ଶେଷରେ ପ୍ରଧାନମନ୍ତ୍ରୀ ନମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ପ୍ରଗତି ବୈଠକରେ ସମାଧାନ କରାଯାଏ I
ଏହି ପର୍ଯ୍ୟାୟକ୍ରମିକ ଅଗ୍ରଗତି ବ୍ୟବସ୍ଥା ଆନ୍ତଃମନ୍ତ୍ରଣାଳଯ ମନ୍ତ୍ରଣାଳୟ ସମନ୍ବୟ, ସମୟବଦ୍ଧ ନିଷ୍ପଭି ଗ୍ରହଣ ଏବଂ ଜାତୀୟ ଗୁରୁତ୍ବ ବହନ କରୁଥିବା ପ୍ରକଳ୍ପର କାର୍ଯ୍ୟକାରିତା ସହ ଜଡ଼ିତ ବାଧାଗୁଡ଼ିକର ସମାଧାନ ସୁନିଶ୍ଚିତ କରିଥାଏ । ‘ପ୍ରଗତି’ ଉଚ୍ଚତମ ସ୍ତରରେ ନିରନ୍ତର ତଦାରଖ ଏବଂ ସମୀକ୍ଷା ମାଧ୍ଯମରେ ଉତ୍ତରଦାୟିତ୍ଵ ନିର୍ଦ୍ଧାରଣ କରିଥାଏ ଏବଂ ପ୍ରକଳ୍ପ କାର୍ଯ୍ୟକାରିତାର ଗତି ବଢ଼ାଇବା ଲାଗି ଏକ ପ୍ରଭାବୀ ମଞ୍ଚ ରୂପରେ କାର୍ଯ୍ୟ କରିଥାଏ ବୋଲି କ୍ୟାବିନେଟ୍ ସଚିବ ଗୁରୁତ୍ବାରୋପ କରି କହିଥିଲେ।
ପେଜେଣ୍ଟେସନ୍
https://pmiic-local-files.s3.ap-south-
1.amazonaws.com/1767360837863-ପ୍ରେସ୍ କନଫରେନ୍ସ 02.01.2026 v5 PDF.pdf
https://ora.ox.ac.uk/objects/uuid:34268453-91fb-
4dd3-b052-90fbb52fe247/ଫାଇଲ୍ସ/s1j92g9820