ସର୍ଜିକାଲ ଷ୍ଟ୍ରାଇକ ର 10 ବର୍ଷ ପୂର୍ତ୍ତି...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ '
ଦେଶବାସୀଙ୍କୁ ମନର କଥା କହୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ସର୍ଜିକାଲ୍ ଷ୍ଟ୍ରାଇକ୍ର ୧୦ ବର୍ଷ ପୂର୍ତ୍ତିକୁ ସ୍ୱରଣ କଲେ ପ୍ରଧାନମନ୍ତ୍ରୀ
ଆତଙ୍କବାଦୀଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି ଭାରତୀୟ ଯବାନ'
ପାକିସ୍ତାନର ଆତଙ୍କୀଙ୍କୁ ନିପାତ କରିଛନ୍ତି ଭାରତୀୟ ସେନା
ଭାରତ କେବେହେଲେ ଆତଙ୍କବାଦକୁ ସମର୍ଥନ କରିବ ନାହିଁ'