ସର୍ବସାଧାରଣଙ୍କ ନିମନ୍ତେ ବିଜ୍ଞପ୍ତି...

Nov 21, 2026 - 10:05
 19
ସର୍ବସାଧାରଣଙ୍କ ନିମନ୍ତେ ବିଜ୍ଞପ୍ତି...

ମାନ୍ୟବର ଭାରତର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଅବସରରେ ଟ୍ରାଫିକ୍‌ ବ୍ୟବସ୍ଥାକୁ ସୁଚାରୁରୂପେ ପରିଚାଳନା ନିମନ୍ତେ ଜାରି କରାଯାଇଥିବା ଟ୍ରାଫିକ୍‌ କଟକଣା ଓ ନିୟମାବଳୀ ପାଳନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ ।

ଆପଣଙ୍କ ସହଯୋଗ ଓ ସଚେତନତା କାମନା କରୁଛୁ ।

 

କମିଶନରେଟ୍ ପୋଲିସ, ଭୁବନେଶ୍ୱର–କଟକ |