ସାଂସଦ ଅପରାଜିତା ଷଡ଼ଙ୍ଗୀ ଭାରତୀୟ ଦୁତାବାସର ସମିଳନୀରେ ଯୋଗ ଦେଇ ଯାହା ତାଙ୍କ ଅନୁଭୂତିର କଥା କହିଥିଲେ...

Jan 15, 2026 - 19:39
 9
ସାଂସଦ ଅପରାଜିତା ଷଡ଼ଙ୍ଗୀ ଭାରତୀୟ ଦୁତାବାସର ସମିଳନୀରେ ଯୋଗ ଦେଇ ଯାହା ତାଙ୍କ ଅନୁଭୂତିର କଥା କହିଥିଲେ...

ସାଂସଦ ଅପରାଜିତା ଷଡ଼ଙ୍ଗୀ ଭାରତୀୟ ଦୁତାବାସର ସମିଳନୀରେ ଯୋଗ ଦେଇ ଯାହା ତାଙ୍କ ଅନୁଭୂତିର କଥା କହିଥିଲେ...

ଏହା ଏକ ଅତ୍ୟନ୍ତ ଆନନ୍ଦମୟ ସନ୍ଧ୍ୟା ଥିଲା ।

ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଭାରତୀୟମାନଙ୍କ ସହ ମିଳିବା ଓ କଥାହେବାର ସୁଯୋଗ ମିଳିଲା–ଏକ ପ୍ରକାରରେ ‘ମିନି ଇଣ୍ଡିଆ'।

କିନ୍ତୁ, ଆଶାଯୋଗ୍ୟ ଭାବେ, ମୋ ଓଡ଼ିଆ ଭାଇ ଓ ଭଉଣୀମାନେ ସଂଖ୍ୟାରେ ଅଧୂକ ଥିଲେ।

ଏକ ସୁନ୍ଦର ଭାବେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଲା। ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ ଦେଖୁବା ଆଖୂ ପାଇଁ ଏକ ଅଦ୍ଭୁତ ଆନନ୍ଦ ଥୂଲା। ମନେ ହେଲା ଯେନେ ମୁଁ ଓଡ଼ିଶାରେ ଘରକୁ ଫେରିଆସିଛି।

ମୁଁ ସମସ୍ତଙ୍କ ସ‌ହ କ‌ଥାହେଲି ଓ ତାଙ୍କୁ ଏହି କଥା କହିଲି ଯେ– ସେମାନେ ପୃଥ‌ିବୀର ସବୁଠାରୁ ପ୍ରାଚୀନ ସଭ୍ୟତା ଏବଂ ସବୁଠାରୁ ବଡ଼ ଗଣତନ୍ତ୍ର ‘ଭାରତ’ର ଅଂଶ ହେବାରେ ଗର୍ବ ବୋଧ କରିବା ଉଚିତ। ଆମେ ନମ୍ରତା ସହିତ, ମୁଣ୍ଡ ଉଚ୍ଚ ରଖ୍ ଆଗକୁ ଚାଲିବା ଆବଶ୍ୟକ।

ବିଦେଶ ଭୂମିରେ ଭାରତୀୟ ଭାଇ ଓ ଭଉଣୀମାନ‌ଙ୍କ ସହ ମିଳିବା ଏକ ଅତ୍ୟନ୍ତ ଆନନ୍ଦଦାୟକ ଅନୁଭୂତି ଥୂଲା ।