ସାବଧାନ ହୋଇ ଯାଆନ୍ତୁ ବାଣୀବିହାର ଅଣ ଛାତ୍ର ଗୋଷ୍ଠୀ !
ଉଛେଦ ଆରମ୍ଭ ହେବାକୁ ଯାଉଛି ବାଣୀବିହାର ହଷ୍ଟେଲ ପରିସର |
ହଷ୍ଟେଲ ୧, ୨, ୩, ଓ ୫ କୁ ଯାଞ୍ଚ କରାଚାଲିଛି
ହଷ୍ଟେଲ ରୁମ ବନ୍ଦ ଯୋଗୁଁ ତାଲା ଭାଙ୍ଗି କାମ ଚାଲୁ ରହିଛି
ବନ୍ଦ ହଷ୍ଟେଲ ରୁ ଜିନିଷପାତ୍ର କାଢି ଯାଞ୍ଚ ଚାଲୁ ରହିଛି
ପୋଲିସ ଫୋର୍ସ ମୃତୟନ ରେ ସବୁ କାମ ଚାଲୁ ରହିଛି