ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ନେଇ ଅନେକ କଳ୍ପନା ଜଳ୍ପନା

Sep 8, 2025 - 11:36
 41
ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ନେଇ ଅନେକ କଳ୍ପନା ଜଳ୍ପନା

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କାଲି 9-9-25, ମଙ୍ଗଳବାର ହେବ ଉପରାଷ୍ଟ୍ରପତି ନିର୍ବାଚନ 

ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାର ସମ୍ଭାବନା ମଧ୍ୟ ମୁଖ୍ୟମନ୍ତ୍ରୀ

ମନମୋହନ ସାମଲ ଦିଲ୍ଲୀରେ ଆଗରୁ ରହିଛନ୍ତି 

ରାଜ୍ୟ ସଂଗଠନ ନେଇ ଅନେକ କିଛି ଆଲୋଚନା ହୋଇପାରେ

କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିପାରନ୍ତି ମୋହନ ଓ ମନମୋହନ

କମିଟି, ବୋର୍ଡ ନିଗମ ନିଯୁକ୍ତି, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଇତ୍ୟାଦି ନେଇ ଆଲୋଚନା କରିପାରନ୍ତି

ରିପୋର୍ଟ:ରଶ୍ମିରଂଜନ ମିଶ୍ର

Avnews24

ଭୁବନେଶ୍ୱର