ସୁନା ରୂପା ଦରରେ ଘଟୁଛି ଅହେତୁକ ବୃଦ୍ଧି...

Nov 13, 2025 - 21:18
 3
ସୁନା ରୂପା ଦରରେ ଘଟୁଛି ଅହେତୁକ ବୃଦ୍ଧି...

କିଛି ଦିନ ତଳେ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଉଥିଲା ସୁନା ରୁପା ଦର 

୨୨ କ୍ୟାରେଟ୍ ସୁନା ହ୍ରାସ ପାଇ ଲକ୍ଷେ ୧୦ ହଜାରକୁ ଖସିଥିଲା  

ଦୁଇ ଦିନ ହେଲା ଲଗାତାର ବଜାରରେ ବୃଦ୍ଧି ପାଉଛି ଏହି ସୁନା ରୂପା ଦର 

ଭୁବନେଶ୍ୱରରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ରହିଛି ୧ ଲକ୍ଷ ୨୫ ହଜାର ୫୫୦ ଟଙ୍କା 

୨୨ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୧୫ ହଜାର ୫୦ ଟଙ୍କା ।

ମଙ୍ଗଳବାର ଭୁବନେଶ୍ୱରରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୨ ହଜାର ୨୦ ଟଙ୍କା ବଢିଥିଲା ।

ସୋମବାର ଏହାର ଦର ଥିଲା ୧ ଲକ୍ଷ ୨୩ ହଜାର ୮୨୦ ଟଙ୍କା । 

ସେହିପରି ୨୨ କ୍ୟାରେଟ ସୁନା ୧୮୫୦ ଟଙ୍କା ବଢି ୧ ଲକ୍ଷ ୧୫ ହଜାର ୩୩୦ ଟଙ୍କା ହୋଇଥିଲା ।

ସୋମବାର ଓ ମଙ୍ଗଳବାର ଦୁଇ ଦିନରେ ପାଖାପାଖି ୪ ହଜାର ଟଙ୍କା ବଢିଥିଲା ସୁନା ଦର 

ଦୁଇ ଦିନରେ କେଜି ପିଛା ୫୦୦୦ ଟଙ୍କା ହୋଇଛି ମହଙ୍ଗା ରୁପାରେ

ସୋମବାର ଏକାଥରେ ୪୦୦୦ ଟଙ୍କା ବଢିଥିଲା ରୁପାରେ

ମଙ୍ଗଳବାର ଆଉ ୧୦୦୦ ବଢିଲା ରୂପା ଦାମ

ସୁନା ୩୦୦୦ ଟଙ୍କା ମହଙ୍ଗା ହୋଇ ୧ ଲକ୍ଷ ୭୩ ହଜାରରେ ପହଞ୍ଚିଛି 

ଏବେ ଉପରମୁହାଁ ହୋଇଛି ସୁନା ରୁପା ରେଟ୍ 

ଗ୍ରାହକ ହେଲେଣି ଜବର ଦସ୍ତ ଛାନିଆ 

ଆଉ କେବେ ବି ଲକ୍ଷେ ତଳକୁ ଖସିବନି ସୁନା ଦର ।