ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ବିଧାନ ସଭା ଆଗମନ...
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ବିଧାନ ସଭା ଆଗମନ...
ନଭେମ୍ବର ୨୭ ତାରିଖରେ
ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନକୁ ସମ୍ବୋଧିତ କରିବେ।
ରାଜଭବନରେ ରାଷ୍ଟ୍ରପତି ନବନିର୍ମିତ କଳିଙ୍ଗ ଅତିଥି ଭବନକୁ ଉଦଘାଟନ କରିବେ।
ନଭେମ୍ବର ୨୦ ତାରିଖରେ ସେ ଝାରସୁଗୁଡା ଦେଇ ଛତିଶଗଡ଼ ଯାତ୍ରା କରିବାର କାର୍ଯ୍ୟକ୍ରମ ଅଛି।
ରାଜ୍ୟ ବିଧାନସଭାରେ ରାଷ୍ଟ୍ରପତିଙ୍କ ପ୍ରଥମ ଅଭିଭାଷଣ ହେବ।