ସୁରକ୍ଷାକର୍ମୀ – ନକ୍ସଲ ଗୁଳି ବିନିମୟ

ଛତିଶଗଡ : ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଛତିଶଗଡର କାଙ୍କେର ଜିଲ୍ଳାରେ ଗୁଳି ବିନିମୟ ହୋଇଛି । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ପରେ ବର୍ତ୍ତମାନ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରୀ ରହିଛି ।

Mar 3, 2024 - 19:27
 4
ସୁରକ୍ଷାକର୍ମୀ – ନକ୍ସଲ ଗୁଳି ବିନିମୟ