+୨ ପରୀକ୍ଷା ପାଇଁ ପ୍ରକାଶ ପାଇଲା ନୋଟିଫିକେସନ...
ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା ।
ମାର୍ଚ୍ଚ ୨୧ ଯାଏଁ ଚାଲିବ ପରୀକ୍ଷା
ଡିସେମ୍ବର ୧୫ରୁ ଛାତ୍ରଛାତ୍ରୀଙ୍କୁ ଆଡମିଟ୍ କାର୍ଡ ମିଳିବ
କଳାରେ ୨ ଲକ୍ଷ ୫୬ ହଜାର ୪୩,
ବାଣିଜ୍ଯରେ ୨୪,୫୩୩
ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୨୩୮ ଓ
ଧନ୍ଦାମୂଳକ ଶିକ୍ଷାରେ ୫,୯୨୩ ଜଣ ପିଲା ଫର୍ମ ପୂରଣ କରିଛନ୍ତି
ଚଳିତ ବର୍ଷ ୧୩୫୦ ଟି ପରୀକ୍ଷା କେନ୍ଦ୍ର ନିର୍ଦ୍ଧିଷ୍ଟ କରାଯାଇଛି। ଆବଶ୍ୟକ ହେଲେ ଏହାକୁ ବୃଦ୍ଧି କରାଯିବ ।
ସମସ୍ତ ୨୧୦ଟି ହବ୍ ରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ୟାମେରା ରହିବ
ଜାନୁଆରୀ ୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରାକ୍ଟିକାଲ ପରୀକ୍ଷାରେ ୱେବକାସ୍ଟ ଓ ଲାଇଭ ଷ୍ଟ୍ରିମିଂ ବ୍ୟବସ୍ଥା କରାଯିବ।
ଏହି ବିଷୟ ରେ ସୂଚନା ଦେଇଛନ୍ତି ଅଧକ୍ଷ ମୃଣାଳିକାନ୍ତ ଦାସ