୩ଜଣଙ୍କୁ ଦିଆଯିବ ଭାରତ ରତ୍ନ

ନୂଆଦିଲ୍ଲୀ: ଭାରତ ରତ୍ନ ଘୋଷଣା କଲେ କେନ୍ଦ୍ର ସରକାର ।ଦେଶରେ ପୁଣି ୩ଜଣଙ୍କୁ ଭାରତ ରତ୍ନ ଦିଆଯିବ । ପୂର୍ବତନ ପ୍ରଧାନମନ୍ତ୍ରୀ ନରସିହ୍ମା ରାଓଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣସିଂଙ୍କୁ ମଧ୍ୟ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯିବ । ଏହାଛଡ଼ା ଡାକ୍ତର ଏମ.ଏସ ସ୍ୱାମୀନାଥନଙ୍କୁ ମଧ୍ୟ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ ।

୩ଜଣଙ୍କୁ  ଦିଆଯିବ ଭାରତ ରତ୍ନ