ଆଗକୁ ବଢ଼ୁଛି ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ର

ଇସିଏମଏସ ଅଧୀନରେ 5,532 କୋଟି ଟଙ୍କାର ନିବେଶ ସହିତ ପ୍ରଥମ 7ଟି ପ୍ରକଳ୍ପକୁ ଅନୁମୋଦନ

Oct 29, 2025 - 08:54
 15
ଆଗକୁ ବଢ଼ୁଛି ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ର

ଆଗକୁ ବଢ଼ୁଛି ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ର

ଇସିଏମଏସ ଅଧୀନରେ 5,532 କୋଟି ଟଙ୍କାର ନିବେଶ ସହିତ ପ୍ରଥମ 7ଟି ପ୍ରକଳ୍ପକୁ ଅନୁମୋଦନ

ମୁଖ୍ଯାଶ

ମୋଟ୍ 5532 କୋଟି ଟଙ୍କାର ନିବେଶ ସହିତ ଇସିଏମଏସ ଅଧୀନରେ ପ୍ରଥମ 7ଟି ପ୍ରକଳ୍ପକୁ ମଞ୍ଜୁରି

ପ୍ରକଳ୍ପଗୁଡ଼ିକ 44,406 କୋଟି ଟଙ୍କାର ଉତ୍ପାଦନ ଏବଂ 5,195 ନିଯୁକ୍ତି ସୃଷ୍ଟି କରିବ

ଇସିଏମଏସ ନିବେଶ ପ୍ରତିଶ୍ରୁତି 1.15 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଲକ୍ଷ୍ୟର ଦୁଇଗୁଣ ।

2024-25 ଆର୍ଥିକ ବର୍ଷରେ ଇଲେକ୍ଟ୍ରୋନିକ୍ସ ଭାରତର ତୃତୀୟ ସର୍ବବୃହତ ରପ୍ତାନି ବର୍ଗ ପାଲଟିଛି

ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ଇଲେକ୍ଟ୍ରୋନି ପକରଣ ଉତ୍ପାଦନ ଯୋଜନା (ଇସିଏମଏସ)ରେ 5,532 କୋଟି ଟଙ୍କାର ନିବେଶ ପ୍ରସ୍ତା |ସ୍ତାବ ମିଳିଛି । এই ଯୋଜନାରେ ମଞ୍ଜୁର ହୋଇଥିବା ପ୍ରଥମ 7ଟି ପ୍ରକଳ୍ପ 44,406 କୋଟି ଟଙ୍କାର ଉତ୍ପାଦନ ଉପ‌ এর° 5,000 ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦ୍ବାରା ଘୋଷଣା କରାଯାଇଥିବା ଏସବୁ ପ୍ରକଳ୍ପ ଭାରତର ଇଲେକ୍ଟ୍ରୋନିକ୍ସ ମୂଲ୍ୟ ଶୃଙ୍ଖଳାକୁ ଗଭୀର କରିବା