ଆଜିର ଦିନ ଚର୍ଚ୍ଚା
ଆଜି ଅକ୍ଟୋବର ମାସ ୧୧ ତାରିଖ ୨୦୨୬ ମସିହା (ରବିବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*ଆଶ୍ୱିନମାସ- ଶୁକ୍ଳପକ୍ଷ*
*ତିଥି- ପ୍ରତିପଦ ରାତ୍ରି ଘ୦୯/୦୫ ଗତେ ଦ୍ୱିତୀୟା*
*ନକ୍ଷତ୍ର- ଚିତ୍ରା ରାତ୍ରି ଘ୧୦/୫୨ ଗତେ ସ୍ୱାତୀ*
*ଚନ୍ଦ୍ର- କନ୍ୟା ଦିବା ଘ୧୦/୨୮ ଗତେ ତୁଳା*
*ଯୋଗ- ବୈଧୃତି*
*କରଣ - କିଂସ୍ତୁଘ୍ନ*
*ସୌରମାସ- କନ୍ୟା ୨୫ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୪୪/୩୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୪/୩୨
*ଯୋଗିନୀ ପୂର୍ବେ ରାତ୍ରି ଘ୦୯/୦୫ ଗତେ ଉତ୍ତରେ*
*ବୃଷ ରାଶିର ଘାତଚନ୍ଦ୍ର*
*ମେଷ ରାଶି ର ଘାତବାର*
*ପ୍ରତିପଦ ଏକୋଡ଼ିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ମୃତେ ଏକପାଦ ରାତ୍ରି ଘ୦୯/୦୫ ଗତେ ଦ୍ୱିପାଦ ପୁଷ୍କର ଦୋଷ*
କାଳବେଳା ଓ ବାରବେଳା - ଦିବା ଘ୧୦/୦୫ ଗତେ ଘ୦୧/୦୨ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୩ ଗତେ ଘ୦୮/୫୬ ମଧ୍ୟେ ଓ ଘ୦୧/୦୩ ଗତେ ଘ୦୩/୨୦ ମଧ୍ୟେ ଓ ରାତ୍ରି ଘ୦୭/୫୦ ଗତେ ଘ୦୯/୨୬ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୦୮ ଗତେ ଘ୦୪/୫୭ ମଧ୍ୟେ
ଆଜି ପାଣିକଖାରୁ ଭକ୍ଷଣ ନିଷେଧ