ଆଜିର ଦିନ ଚର୍ଚ୍ଚା

Sep 30, 2026 - 08:33
 3

ଆଜିର ଦିନ ଚର୍ଚ୍ଚା 

ଆଜି ସେପ୍ଟେମ୍ବର ମାସ ୩୦ ତାରିଖ ୨୦୨୬ ମସିହା (ବୁଧବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୪*

*ସମ୍ବତ୍ସର- ରୌଦ୍ର*

*ଆଶ୍ୱିନମାସ- କୃଷ୍ଣପକ୍ଷ*

*ତିଥି- ଚତୁର୍ଥୀ ଦିବା ଘ୦୩/୧୪ ଗତେ ପଞ୍ଚମୀ*

*ନକ୍ଷତ୍ର- ଦ୍ୱିଜା ଦିବା ଘ୦୮/୨୯ ଗତେ କୃତ୍ତିକା*

*ଚନ୍ଦ୍ର- ମେଷ ଦିବା ଘ୦୨/୧୦ ଗତେ ବୃଷ*

*ଯୋଗ- ବଜ୍ର*

*କରଣ - ବ।ଳବ*

*ସୌରମାସ- କନ୍ୟା ୧୪ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୪୧/୨୩

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୪/୦୨

*ଯୋଗିନୀ ନୈରୁତେ ଦିବା ଘ୦୩/୧୪ ଗତେ ଦକ୍ଷିଣେ*

*ମେଷ ରାଶିର ଘାତଚନ୍ଦ୍ର*

*କର୍କଟ ରାଶି ର ଘାତବାର*

*ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

*ମୄତେ ଦିବା ଘ୦୮/୨୯ ଗତେ ଏକପାଦ ପୁଷ୍କରଦୋଷ*

କାଳବେଳା-ଦିବା ଘ୦୮/୪୦ ଗତେ ଘ୧୦/୧୧ମଧ୍ୟେ

ବାରବେଳା - ଦିବା ଘ୧୧/୪୦ ଗତେ ଘ୦୧/୧୧ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୨୯ ମଧ୍ୟେ ଓ ଘ୦୮/୦୪ ଗତେ ଘ୦୮/୩୯ ମଧ୍ୟେ ଓ ଘ୧୦/୨୯ ଗତେ ଘ୧୧/୩୯ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୨୯ ଗତେ ଘ୦୭/୧୭ ମଧ୍ୟେ ଓ ଘ୦୧/୪୦ ଗତେ ଘ୦୪/୪୨ ମଧ୍ୟେ

ଆଜି ମୂଳା ଦିବା ଘ୦୩/୧୪ ଗତେ ବେଲ ଭକ୍ଷଣ ନିଷେଧ