ଆଜିର ଦିନ ଚର୍ଚ୍ଚା

Aug 10, 2026 - 07:38
 9

ଆଜିର ଦିନ ଚର୍ଚ୍ଚା 

ଅଦ୍ୟ ଅଗଷ୍ଟ ମାସ ୧୦ ତାରିଖ ୨୦୨୬ ମସିହା (ସୋମବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୩*

*ସମ୍ବତ୍ସର- ରୌଦ୍ର*

*ଶ୍ରାବଣମାସ- କୃଷ୍ଣପକ୍ଷ*

*ତିଥି- ଦ୍ୱାଦଶୀ ଦିବା ଘ୦୮/୩୪ ଗତେ ତ୍ରୟୋଦଶୀ*

*ନକ୍ଷତ୍ର- ଆର୍ଦ୍ରା ଦିବା ଘ୦୧/୩୫ ଗତେ ପୁନର୍ବସୁ*

*ଚନ୍ଦ୍ର- ମିଥୁନ*

*ଯୋଗ- ବଜ୍ର* 

*କରଣ - ତୈତିଳ*

ସୌରମାସ- କର୍କଟ ୨୫ ଦିନ

ସୂର୍ୟୋଦୟ- ପ୍ରାତଃ ଘ୦୫/୨୮/୧୨

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୫/୫୩

ଯୋଗିନୀ ନୈରୁତେ ଦିବା ଘ୦୮/୩୪ ଗତେ ଦକ୍ଷିଣେ

କନ୍ୟା ରାଶିର ଘାତଚନ୍ଦ୍ର

ମିଥୁନ ରାଶିର ଘାତବାର

ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

କାଳବେଳା-ଦିବା ଘ୦୭/୦୪ ଗତେ ଘ୦୮/୪୩ ମଧ୍ୟେ

ବାରବେଳା- ଦିବା ଘ୦୩/୦୫ ଗତେ ଘ୦୪/୫୦ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୭/୦୩ ମଧ୍ୟେ ଓ ଘ୧୦/୧୫ ଗତେ ଘ୧୨/୩୯ ମଧ୍ୟେ.ରାତ୍ରି ଘ୦୭/୦୫ ଗତେ ଘ୦୯/୨୫ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ନ।ସ୍ତି*

ଅଦ୍ୟ ପୋଇ ଦିବା ଘ୦୮/୩୪ ଗତେ ବାଇଗଣ ଭକ୍ଷଣ ନିଷେଧ