ଆଜିର ଦିନ ଚର୍ଚ୍ଚା

Aug 15, 2026 - 10:13
 4

ଆଜିର ଦିନ ଚର୍ଚ୍ଚା 

ଅଦ୍ୟ ଅଗଷ୍ଟ ମାସ ୧୫ ତାରିଖ ୨୦୨୬ ମସିହା (ଶନିବାର)

ଶକାବ୍ଦ -୧୯୪୮ 

ସମ୍ବତ୍ -୨୦୮୩

ଦିଲ୍ଲୀଶ୍ବରାବ୍ଦ -୧୪୩୩

ସମ୍ବତ୍ସର- ରୌଦ୍ର

ଶ୍ରାବଣମାସ- ଶୁକ୍ଳପକ୍ଷ

ତିଥି- ତୃତୀୟା ଦିବା ଘ୦୪/୪୬ ଗତେ ଚତୁର୍ଥୀ

ନକ୍ଷତ୍ର- ଉତ୍ତରା ଫା ରାତ୍ରି ଘ୦୩/୩୨ ଗତେ ହସ୍ତା

ଚନ୍ଦ୍ର- ସିଂହ ଦିବା ଘ୦୯/୫୪ ଗତେ କନ୍ୟା

ଯୋଗ- ଶିବ

କରଣ - ତୈତିଳ

ସୌରମାସ- କର୍କଟ ୩୦ ଦିନ

ସୂର୍ୟୋଦୟ- ପ୍ରାତଃ ଘ୦୫/୩୧/୦୨

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୨/୪୬

ଯୋଗିନୀ ଅଗ୍ନିକୋଣେ ଦିବା ଘ୦୪/୫୬ ଗତେ ନୈରୁତକୋଣେ

ବୃଷ,ସିଂହ ଓ କନ୍ୟା ରାଶିର ଘାତବାର

ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

କାଳବେଳା -ଦିବା ଘ୦୭/୦୬ ମଧେ ଘ୦୪/୩୮ଗତେ ଘ୦୬/୧୫ ମଧ୍ୟେ

ବାରବେଳା- ଦିବା ଘ୦୧/୨୬ଗତେ ଘ୦୩/୦୦ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୯/୩୦ ଗତେ ଘ୧୨/୪୨ ମଧ୍ୟେ ଓ ରାତ୍ରି ଘ୦୮/୩୮ ଗତେ ଘ୧୧/୦୦ ମଧ୍ୟେ ଓ ରାତ୍ରି ଘ୧୨/୪୦ ଗତେ ଘ୦୨/୧୫ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- 

ନ।ସ୍ତି

ଅଦ୍ୟ ପୋଟଳ ଦିବା ଘ୦୪/୫୬ ଗତେ ମୂଳା ଭକ୍ଷଣ ନିଷେଧ*