ଆଜିର ଦିନ ଚର୍ଚ୍ଚା
ଆଜି ଅକ୍ଟୋବର ମାସ ୧୨ ତାରିଖ ୨୦୨୬ ମସିହା (ସୋମବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*ଆଶ୍ୱିନମାସ- ଶୁକ୍ଳପକ୍ଷ*
*ତିଥି- ଦ୍ୱିତୀୟା ରାତ୍ରି ଘ୦୯/୫୦ ଗତେ ତୃତୀୟା*
*ନକ୍ଷତ୍ର- ସ୍ୱାତୀ ରାତ୍ରି ଘ୧୨/୧୬ ଗତେ ବିଶାଖା*
*ଚନ୍ଦ୍ର- ତୁଳା*
*ଯୋଗ- ବିସ୍କୁମ୍ଭ*
*କରଣ - ବ।ଳବ*
*ସୌରମାସ- କନ୍ୟା ୨୬ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୪୫/୦୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୩/୫୨
*ଯୋଗିନୀ ଉତ୍ତରେ ରାତ୍ରି ଘ୦୯/୫୦ ଗତେ ଅଗ୍ନିକୋଣେ*
*ମିଥୁନ ରାଶି ର ଘାତବାର*
*ଦ୍ୱିତୀୟା ଏକୋଡ଼ିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ମୃତେ ରାତ୍ରି ଘ୦୯/୫୦ ମଧ୍ୟେ ଏକପାଦ ପୁଷ୍କର ଦୋଷ*
କାଳବେଳା -ଦିବା ଘ୦୭/୧୦ ଗତେ ଘ୦୮/୪୦ ମଧ୍ୟେ* *ବାରବେଳା - ଦିବା ଘ୦୨/୨୫ ଗତେ ଘ୦୪/୦୪ ମଧେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୯ ମଧ୍ୟେ ଓ ଘ୦୮/୫୫ ଗତେ ଘ୧୧/୨୦ ମଧ୍ୟେ ଓ ରାତ୍ରି ଘ୦୭/୫୦ ଗତେ ଘ୧୧/୦୧ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।-
ନ।ସ୍ତି
ଆଜି ବୋଇତିକଖାରୁ ଭକ୍ଷଣ ନିଷେଧ*