ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ସେପ୍ଟେମ୍ବର ମାସ ୦୮ ତାରିଖ ୨୦୨୬ ମସିହା (ମଙ୍ଗଳବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଭାଦ୍ରବମାସ- କୁଷ୍ଣପକ୍ଷ*
*ତିଥି- ଦ୍ୱାଦଶୀ ଦିବା ଘ୦୩/୦୪ ଗତେ ତ୍ରୟୋଦଶୀ*
*ନକ୍ଷତ୍ର- ପୁଷ୍ୟା ଦିବା ଘ୦୫/୩୬ ଗତେ ଅଶ୍ଳେଷା*
*ଚନ୍ଦ୍ର- କର୍କଟ*
*ଯୋଗ- ପରିଘ*
*କରଣ - ତୈତିଳ*
*ସୌରମାସ- ସିଂହ ୨୩ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୩୬/୪୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୪୦
*ଯୋଗିନୀ ନୈରୁତକୋଣେ ଦିବା ଘ୦୩/୦୪ ଗତେ ଦକ୍ଷିଣେ*
*ମକର ରାଶିର ଘାତବାର*
*ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ତ୍ରୟୋଦଶୀ ର ପାର୍ବଣ ଶ୍ରାଦ୍ଧ*
କାଳବେଳା-ଦିବା ଘ୦୧/୧୮ ଗତେ ଘ୦୨/୫୦ମଧ୍ୟେ
ବାରବେଳା- ଦିବା ଘ୦୭/୧୦ ଗତେ ଘ୦୮/୪୫ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୪୬ ଗତେ ଘ୧୦/୨୪ ମଧ୍ୟେ ଓ ଘ୧୨/୪୮ ଗତେ ଘ୦୧/୧୭ ମଧ୍ୟେ ଓ ଘ୦୩/୧୧ଗତେ ଘ୦୪/୪୭ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
ଆଜି ପୋଇ ଦିବା ଘ୦୩/୦୫ ଗତେ ବାଇଗଣ ଭକ୍ଷଣ ନିଷେଧ