ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ସେପ୍ଟେମ୍ବର ମାସ ୨୭ ତାରିଖ ୨୦୨୬ ମସିହା (ରବିବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଆଶ୍ୱିନମାସ- କୃଷ୍ଣପକ୍ଷ*
*ତିଥି- ପ୍ରତିପଦ ରାତ୍ରି ଘ୦୮/୫୫ ଗତେ ଦ୍ୱିତୀୟା*
*ନକ୍ଷତ୍ର- ଉତ୍ତରଭ।ଦ୍ର ଦିବା ଘ୧୧/୪୨ ଗତେ ରେବତୀ*
*ଚନ୍ଦ୍ର- ମୀନ*
*ଯୋଗ- ବୃଦ୍ଧି*
*କରଣ - ବ।ଳବ*
*ସୌରମାସ- କନ୍ୟା ୧୧ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୪୦/୪୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୬/୩୧
*ଯୋଗିନୀ ପୂର୍ବେ ରାତ୍ରି ଘ୦୮/୫୫ ଗତେ ଉତ୍ତରେ*
*ଧନୁ ରାଶିର ଘାତଚନ୍ଦ୍ର*
*ମେଷ ରାଶି ର ଘାତବାର*
*ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ମୄତେ ଏକପାଦ ଓ ରାତ୍ରି ଘ୦୮/୫୫ ଗତେ ଦ୍ଵୀପାଦ ପୁଷ୍କରଦୋଷ*
କାଳବେଳା ଓ ବାରବେଳା - ଦିବା ଘ୧୦/୧୧ ଗତେ ଘ୦୧/୧୨ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୨୭ ଗତେ ଘ୦୮/୫୩ ମଧ୍ୟେ ଓ ଘ୦୧/୧୩ ଗତେ ଘ୦୩/୧୭ ମଧ୍ୟେ ରାତ୍ରି ଘ୦୮/୦୧ଗତେ ଘ୦୯/୩୪ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୦୪ଗତେ ଘ୦୪/୫୪ ମଧ୍ୟେ
ଆଜି ପାଣିକଖାରୁ ଭକ୍ଷଣ ନିଷେଧ*