ଆରମ୍ଭ ହେଲା ସକାଳୁଆ ସ୍କୁଲ...

Apr 3, 2026 - 08:52
 8
ଆରମ୍ଭ ହେଲା ସକାଳୁଆ ସ୍କୁଲ...

ଆରମ୍ଭ ହେଲା ସକାଳୁଆ ସ୍କୁଲ...

ଓଡ଼ିଶାରେ ସକାଳୁଆ ସ୍କୁଲ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଛି ନିର୍ଦ୍ଦେଶ। 

ସକାଳ ସାଢ଼େ ୬ରୁ ଦିନ ସାଢ଼େ ୧୦ ପର୍ଯ୍ୟନ୍ତ ଚାଲିବ ସ୍କୁଲ୍‌।

ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ୍‌ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। 

ଗ୍ରୀଷ୍ମ ଛୁଟି ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍‌ ଜାରି ରହିବ। 

ଏନେଇ ପ୍ରତି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ସଚିବ।

ଏହି ନିର୍ଦେଶନାମା ଗ୍ରୀଷ୍ମକାଳୀନ ଘୋଷଣା ପର୍ଯ୍ୟନ୍ତ ବଳବତ୍ତର ରହିବ