ଆସନ୍ତା ରଥଯାତ୍ରା ରେ ବ୍ୟବହାର ହେବ ଜୈବିକ କୋଠ ଭୋଗ...

Oct 24, 2025 - 14:36
 17
ଆସନ୍ତା ରଥଯାତ୍ରା ରେ ବ୍ୟବହାର ହେବ ଜୈବିକ କୋଠ ଭୋଗ...

ପୁରୀ: ଆସନ୍ତା ରଥଯାତ୍ରାରୁ ଜୈବିକ ଚାଉଳରେ ପ୍ରସ୍ତୁତ ହେବ କୋଠ ଭୋଗ । କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ଦେଇଥିବା ସୂଚନା ଅନୁଯାୟୀ, ବଳଭଦ୍ର ଜୈବିକ ଚାଷ ମିଶନ' ଦ୍ବାରା ପ୍ରସ୍ତୁତ ଚାଉଳରୁ ପ୍ରସ୍ତୁତ ହେବ। ଶ୍ରୀଅନ୍ନ କାର୍ଯ୍ୟକ୍ରମରେ ଅନେକ ଜିଲ୍ଲାରେ ଜୈବିକ ଚାଷ କରାଯାଉଛି। ନିଆଳି ଏବଂ କୋରାପୁଟରେ ଚାଷୀ ଜୈବିକ ଧାନ ଚାଷ କରୁଛନ୍ତି।