ଲେଫ୍ଟନାଣ୍ଟ ଜେନେରାଲ୍ ସୁବ୍ରମଣୀ ହେଲେ ନୂଆ CDS ...
ଲେଫ୍ଟନାଣ୍ଟ ଜେନେରାଲ୍ ସୁବ୍ରମଣୀ ହେଲେ ନୂଆ CDS ..
ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍, CDS ନିଯୁକ୍ତ କଲେ କେନ୍ଦ୍ର ସରକାର
ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ୍ ଏନ୍.ଏସ୍ ରାଜା ସୁବ୍ରମଣି ନୂଆ CDS
CDS ସହ ସାମରିକ ବ୍ୟାପାର ବିଭାଗର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ
ବର୍ତ୍ତମାନର CDS ଜେନେରାଲ୍ ଅନୀଲ ଚୌହାନଙ୍କ କାର୍ଯ୍ୟକାଳ ଆସନ୍ତା ୩୦ରେ ସରିବ
ସୁବ୍ରମଣି ବର୍ତ୍ତମାନ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟର ସାମରିକ ପରାମର୍ଶଦାତା ଅଛନ୍ତି
ପୂର୍ବରୁ, ସେନା ଉପାଧ୍ୟକ୍ଷ ଥିଲେ ଲେଫ୍ଟନାଣ୍ଟ ଜେନେରାଲ୍ ସୁବ୍ରମଣି
????୨୦୨୪ ପର୍ଯ୍ୟନ୍ତ କେନ୍ଦ୍ରୀୟ କମାଣ୍ଡର ଜେନେରାଲ ଅଫିସ୍ର କମାଣ୍ଡିଂ-ଇନ୍-ଚିଫ୍ ଥିଲେ