ଇଟାର ଜବାବ ପଥର ରେ .

ଇଟାର ଜବାବ ପଥର ରେ .
ଖୁନ କା ବଦଲା ଖୁନ ଜରୁରତ ହେ::
ଜଣେ ସାଧୁଙ୍କୁ ତାଙ୍କର ଜଣେ ଅନୁଗାମୀ ପଚାରିଲା ଯେ ଭାରତରେ ଶାନ୍ତି ସୌହାର୍ଦ୍ଦ୍ୟ ରଖିବାପାଇଁ ମୁସଲମାନଙ୍କ ସହିତ ଭାଇଚାରା ରଖିବାତ ନିହାତି ଜରୁରୀ। ହେଲେ ଏ ଧନ ଜୀବନ ନଷ୍ଟ କରୁଥିବା ଜିହାଦୀ ମାନସିକତାକୁ ବଢାଉଥିବା ତତ୍ତ୍ବକୁ କିପରି କମ୍ କରାଯାଇପାରିବ ? ସେଥିପାଇଁ ହିନ୍ଦୁ ମାନେ କିଭଳି ଅଂହିସା ଉପାୟରେ ମୁସଲମାନ୍ ମାନଙ୍କ ସହିତ ସହବସ୍ଥାନ କରି ପାରିବେ, ଦୟାକରି କୁହନ୍ତୁ।
ସାଧୁ ଜଣକ କହିଲେ, ତୁମର ପ୍ରଶ୍ନହିଁ ତୁମର ନିର୍ବୋଧତା ର ମାତ୍ରା ଦର୍ଶାଉଛି। ମୋତେ ଲାଗୁଛି ଇତିହାସରୁ ତୁମେ କିଛି ଶିଖିନାହଁ।ଯେତେବେଳେ ମହମ୍ମଦ ଗଜନି ସୋମନାଥ ମନ୍ଦିର ଘେରାଉ କରି ଆକ୍ରମଣ କରିଥିଲା। ସେତବେଳେ ସୋମନାଥ ମନ୍ଦିର ଭାରତର ସବୁଠାରୁ ଧନୀ ଓ ବଡ଼ ସୁନ୍ଦର ମନ୍ଦିର ଥିଲା। ୧୨୦୦ ପୂଜାରୀ ସେଠାରେ ପୂଜା କରୁଥିଲେ। ସେମାନେ ଜପ, ଧ୍ୟାନ ଓ ପୂଜାମନ୍ତ୍ର ଇତ୍ୟାଦିରେ ପାରଙ୍ଗମ ଏବଂ ଦିନରାତି ମହାଦେବଙ୍କ ସେବା ଭକ୍ତି ରେ ବୁଡ଼ି ରହୁଥିଲେ।ଦୈବୀଶକ୍ତି ମନ୍ତ୍ର ବଶ ଓ ମନ୍ତ୍ର ବ୍ରାହ୍ମଣ ଅଧିନ ର ବଦ୍ଧମୂଳ ଧାରଣା ଥିଲା। ସର୍ବଶକ୍ତିମାନ ଇଶ୍ବର ଯେ ସେମାନଙ୍କ ରକ୍ଷା କରିବେ ଏବଂ ଆରାଧ୍ୟ ଠାକୁର ସେମାନଙ୍କୁ ସବୁ ବିପଦରୁ ରକ୍ଷା କରିବେ ଏହା ସେମାନଙ୍କ ନିଶ୍ଚିତ ଭରସା ଥିଲା। ସେଠାକାର ରାଜବଂଶ ଓ କ୍ଷତ୍ରିୟ ମାନେ ମଧ୍ୟ ଏହିଭଳି ଧାରଣାର ବଶବର୍ତ୍ତୀ ଥିଲେ। ସେମାନେ ମନ୍ଦିର ର ସୁରକ୍ଷା ତଥା ପ୍ରଜାମାନଙ୍କ ରକ୍ଷାର ବ୍ୟବସ୍ଥା କରିନଥିଲେ। ବ୍ରାହ୍ମଣ ମାନଙ୍କ ଆଧ୍ୟାତ୍ମିକ ଜ୍ଞାନ ପୁଷ୍ଟ ଏହି କ୍ଷତ୍ରିୟ ମାନେ ନିଜେ ନିଜର ରକ୍ଷା ବ୍ୟବସ୍ଥାକୁ ମଧ୍ୟ ଅଦୃଶ୍ୟ ଭଗବାନଙ୍କ ଉପରେ ଛାଡ଼ି ଦେଇଥିଲେ। ଏହାର ଫଳ ଏହା ହେଲା ଯେ ମହମ୍ମଦ ଗଜନି ହଜାର ହଜାର ହିନ୍ଦୁ ଶ୍ରଦ୍ଧାଳୁଙ୍କୁ ହତ୍ୟା କଲା, ସମସ୍ତ ପୂଜାରୀ ଯେଉଁମାନେ ସୋମନାଥ ଙ୍କର ଶରଣ ପଶିଥିଲେ ସେମାନଙ୍କୁ ଟିକିଟିକି କରି ହାଣିଲା। ମୂର୍ତ୍ତି ଗୁଡିକୁ ଭାଙ୍ଗିଲା । ମୂଖ୍ୟ ଲିଙ୍ଗକୁ ସ୍ବହସ୍ତରେ ଚୂର୍ଣ୍ଣ କଲା।କେବଳ ଏୟା ପ୍ରମାଣ କରିବାପାଇଁ ଯେ ଏ ଦୂନିଆରେ ଆଲ୍ଲା ଶ୍ରେଷ୍ଠ, ତାଙ୍କ ଛଡା ଆଉ କେହି ଭଗବାନ ନାହିଁ। ସେ ଲୁଣ୍ଠନ କରି ବହୁ ସୁନା ରୁପା ଧନ ରତ୍ନ ନିଜ ସାଥିରେ ନେଇଗଲା।ଦଶ ହଜାର ହିନ୍ଦୁ ମହିଳା ମାନଙ୍କୁ ବଳାତ୍କାର କଲା। ନଅଶହ ସୁନ୍ଦରୀ ରମଣୀ ଙ୍କୁ ଯୌନଦାସୀ କରି ନିଜ ସାଥିରେ ଗଜନୀ ନେଇଗଲା। ଭଗବାନଙ୍କ ଭକ୍ତି, ଆରାଧନା, ଜପ, ଧ୍ୟାନ ସେମାନଙ୍କ ରକ୍ଷା କରି ପାରିଲା ନାହିଁ।
ଏବେ ଶହଶହ ବର୍ଷ ପରେ ବି ହିନ୍ଦୁ ମାନଙ୍କର ଧାରଣା ବଦଳିନାହିଁ। ସେଇ ମୁଢ଼ତାର ଶିକାର ଏ ହିନ୍ଦୁ ଜାତି। ଶାନ୍ତି, ସୌହାର୍ଦ୍ଦ୍ୟ ଉତ୍ତମ କର୍ମ ନମନୀୟ ଆଚାର ବ୍ୟବହାର ମାଧ୍ୟମରେ ଜେହାଦୀ ମାନସିକତା ରେ ପରିବର୍ତ୍ତନ ହେବ ବୋଲି ଦୁରାଶା କରିଛି। ଶାସ୍ତ୍ର ବାକ୍ୟର ଭୁଲ୍ ତର୍ଜମାକରି ସମାଜକୁ ନଂପୁସକ କରିଛି। ଲାଗୁଛି ଇତିହାସ ରୁ ଏ ଜାତି କିଛି ଶିକ୍ଷାଲାଭ କରିନି। ଯଦି ବିନୟ ବଚନ, ପରଉପକାର, ସତ୍ କର୍ମ, ଉଦାର ବାଦୀତା ଦୁଷ୍ଟ ମାନଙ୍କ ହୃଦୟ ପରିବର୍ତ୍ତନ କରି ପାରୁ ଥାନ୍ତା। ତେବେ ପୁରାଣର ରାମଚନ୍ଦ୍ର କାହିଁକି ନିଜ କାନ୍ଧରେ ଧନୁ ଓ ତୀର ଭରା ତୃଣୀ ବହନ କରିଥାନ୍ତେ? ସେ ନିଜ ଯୋଗଶକ୍ତି, ଅଲୌକିକ ଶକ୍ତି ବଳରେ ରାକ୍ଷସ,ଦୁଷ୍ଟ ମାନଙ୍କ ହୃଦୟ ପରିବର୍ତ୍ତନ କରିଦେଇଥାନ୍ତେ। ସେମାନଙ୍କ ସହିତ ବିବାଦର ପ୍ରଶ୍ନ ହିଁ ଉଠିନଥାନ୍ତା। ରାମଚନ୍ଦ୍ର ଉଦାର ହୃଦୟର ପରିଚୟ ଦେଇ ବହୁଥର ରାବଣକୁ ନିଜର ପତ୍ନୀକୁ ସମ୍ମାନ ର ସହ ଫେରାଇ ଦେବାକୁ ଅନୁରୋଧ କଲେ। ହେଲେ ରାବଣ ମାନିଲା ? ଯେଉଁଠି ତୁମର ଆରାଧ୍ୟ ଶ୍ରୀ ରାମଚନ୍ଦ୍ର ଦୁଷ୍ଟଙ୍କୁ ବୁଝାଇ ପାରିଲେନି। ଶେଷରେ ଶାସ୍ତ୍ର ନୁହେଁ ଶସ୍ତ୍ର ହିଁ କାମରେ ଆସିଲା। ଆଧ୍ୟାତ୍ମିକତାରେ ଯଦି ଏତେ ଶକ୍ତିଥାନ୍ତା ଯେ ଏହା ଅନ୍ୟର ମସ୍ତିଷ୍କକୁ ଭଲ ପାଇଁ ପ୍ରଭାବିତ କରି ପାରୁଥାନ୍ତା ତେବେ ପୂର୍ଣ୍ଣ ଅବତାର ଶ୍ରୀକୃଷ୍ଣ କାହିଁକି ବା କଂସ ଓ ଜରାସନ୍ଧ କୁ ମାରିଥାନ୍ତେ ? ଯଦି ଆଧ୍ୟାତ୍ମିକ ଶକ୍ତି ବା ଯୋଗେଶ୍ବର କୃଷ୍ଣ ଯୋଗଶକ୍ତି ବଳରେ ସେ କୌରବଙ୍କ ମନ ପରିବର୍ତ୍ତନ କରିପାରିଥାନ୍ତେ ତେବେ ମହାଭାରତ ପରି ଭୀଷଣଯୁଦ୍ଧର ଆବଶ୍ୟକତା ବା କାହିଁକି ପଡିଥାନ୍ତା ? ସେ ଶକୁନୀ, ଦୁର୍ଯ୍ୟୋଧନ ସମେତ ସମସ୍ତ କୌରବ ପକ୍ଷର ମନକୁ ପରିବର୍ତ୍ତନ କରିଦେଇଥାନ୍ତେ। ସେକଥା ଛାଡ ଅଧିକନ୍ତୁ ବିଷାଦ ଗ୍ରସ୍ତ ହୋଇ ତପସ୍ୟା ପାଇଁ ବରଂ ବନକୁ ଚାଲିଯିବି। କୁଟୁମ୍ବ ନାଶର ପାପ ମୁଣ୍ଡାଇ ପାରିବି ନାହିଁ କହୁଥିବା ବିଷାଦ ଯୋଗରେ ମଜ୍ଜିତ ମୋହାବିଷ୍ଟ ଅର୍ଜୁନକୁ ଯୁଦ୍ଧ ପାଇଁ ଉତ୍ପ୍ରେରିତ କରିଥିଲେ। କୋଟି କୋଟି ଲୋକଙ୍କ ର ଜୀବନ ହାନି ନହେଲା ସେତେବେଳେ, ସେ ସମୟରେ ହଜାର ପାଖାପାଖି ସିଦ୍ଧ ସନ୍ୟାସୀଙ୍କର ଥିଲେ ସେମାନଙ୍କ ଆଧ୍ୟାତ୍ମିକ ଶକ୍ତି ହିଂସାକୁ ରୋକିପାରିଲା ନାହିଁ କାହିଁକି?. ଗଲା ଚଉଦ ଶହ ବର୍ଷ ଭିତରେ କେତେ ସାଧୁ ମହାତ୍ମା ଏଠାରେ ଅବତୀର୍ଣ୍ଣ ହେଲେ। ଗୋରଖ ନାଥ, କବୀର, ନାନକ, ହରିଦାସ, ରାମଦାସ, ଗୁରୁ ଗୋବିନ୍ଦ ସିଂହ ଏ ସମସ୍ତଙ୍କ ର କଣ ଆଧ୍ୟାତ୍ମିକ ଶକ୍ତି ନଥିଲା ? ପୂଣ୍ୟବଳ ନଥିଲା କିନ୍ତୁ କାହିଁକି ମୁସଲମାନ ମାନଙ୍କ ଅତ୍ୟାଚାର ରୋକି ପାରିଲେନି? ଗୋବିନ୍ଦ ସିଂହ କାହିଁକି ଗୋଟିଏ ଶାନ୍ତି ପ୍ରିୟ ଭକ୍ତିଭାବାପ୍ଳୁତ ଶିଖ୍ ଜାତିକୁ ଯୋଦ୍ଧା ଜାତିରେ ପରିଣତ କଲେ? କେବଳ ହିନ୍ଦୁ ସନାତନ ଧର୍ମର ରକ୍ଷା ପାଇଁ ଶିଖ୍ ମାନେ ମୁସଲମାନ ମାନଙ୍କ ସହ ପ୍ରବଳ ସଂଘର୍ଷ କରିଥିଲେ। ସାଧୁ ସନ୍ୟାସୀ ଥାଉଥାଉଁ ପୁଣି ଇରେଂଜ ମାନେ କିପରି ଭାରତ ଭୂମି ରେ ଆଧିପତ୍ୟ ଜମାଇଲେ?
ଯୋଗ, ଆଧ୍ୟାତ୍ମିକତା, ପୂଣ୍ୟକର୍ମ କେବଳ ନିଜ ଭିତରର ଆତ୍ମାକୁ ଉଜ୍ଜ୍ୱଳତ୍ତର କରେ ଅନ୍ୟର ନୁହେଁ।
କିନ୍ତୁ ଆମକୁ ଆପଣା ଶରୀରର ରକ୍ଷା କରିବାକୁ ହେବ ନା ନାହିଁ। ସେଥିପାଇଁ ସ୍ବାସ୍ଥ୍ୟରକ୍ଷା,ବିଜ୍ଞାନ, ପ୍ରଦୌଗିକୀ ବିଦ୍ୟାର ସାହାଯ୍ୟ ନେବାକୁ ହିଁ ହେବ। ଦେଶରେ ପରିଦୃଷ୍ଟ ସତୁରୀ ପ୍ରତିଶତ ସମସ୍ୟାର ସମାଧାନ ଲୋକମାନଙ୍କ ହାତରେ ଅଛି।ଦେଶକୁ ଚଳାଉଥିବା ରାଜ ନେତାଙ୍କ ଉପରେ ଲୋକଙ୍କ ଚାପ ପଡିଲେ ଯାଇ ସେମାନେ ଦେଶ ବା ଜାତି ହିତରେ କିଛି କରନ୍ତି ନଚେତ୍ କେବଳ କ୍ଷମତା ରେ ରହି ସୁଖ ଅନୁଭବ ଓ ସମ୍ପତ୍ତି ବର୍ଦ୍ଧନ କରିବା ଛଡ଼ା ଆଉ କିଛି କରନ୍ତି ନାହିଁ। ସ୍ବାର୍ଥପର ଭାବରେ କେବଳ ନିଜକୁ ସମୃଦ୍ଧ କରିଥାନ୍ତି। ଯେମିତି ଶ୍ରୀକୃଷ୍ଣ କୌରବ ରାଜା ଦୁର୍ଯ୍ୟୋଧନଙ୍କୁ ମାତ୍ର ପାଞ୍ଚଟି ପଡା ମାଗିଥିଲେ। ସେମିତି ଆମେ ଆମର ଶୀର୍ଷ ନେତୃତ୍ବକୁ ପାଞ୍ଚଟି ଆଇନ୍ ମାଗିବା।(୧)ସମାନ ଶିକ୍ଷା(୨) ସମାନ ନାଗରିକ ସଂହିତା(୩) ଧର୍ମାନ୍ତରୀକରଣ ନିୟନ୍ତ୍ରଣ କାନୁନ୍(୪) ଅନୁପ୍ରବେଶ ନିରୋଧ (୫) ଜନସଂଖ୍ୟା ନିୟନ୍ତ୍ରଣ ଯଦି ବେଳଥାଉଁ ଥାଉଁ ଏଦିଗରେ କାର୍ଯ୍ୟ ନକରା ଯାଏ ତେବେ ଦେଶ ସଂକଟରେ ନିସ୍ଚିତ ପଡ଼ଇବ। ତୁରନ୍ତ ଏ କାନୁନ୍ ନକଲେ ଅଳ୍ପ ଦିନରେ ସନାତନୀ ହିନ୍ଦୁ ସମାପ୍ତ ହୋଇଯିବେ।
ବର୍ତ୍ତମାନ ନଅଟି ରାଜ୍ୟରେ ହିନ୍ଦୁ ଅଳ୍ପସଂଖ୍ୟକ ହୋଇ ସାରିଲେଣି। ପରିବାର ସୀମିତ ରଖିବାର ବିଭିନ୍ନ ଉପାୟ ଆଧୁନିକ ଯୁଗରେ ଉପଲବ୍ଧ ଥିବା ବେଳେ ମୁସଲମାନ ମାନେ ଗଲା କୋଡିଏ ବର୍ଷରେ ତିନିଗୁଣ ହେଲେ କେମିତି ଓ କାହିଁକି ? ବିଚାରଣୀୟ।
ସେମାନଙ୍କ ଉଦ୍ଦେଶ୍ୟ ଓ ହିନ୍ଦୁ ନିଜପ୍ରତି ଥିବା ସଙ୍କଟ ଯଦି ବୁଝି ପାରୁନାହାନ୍ତି ତେବେ ଯେତେ ବିଦ୍ୟା,ପାଠପଢ଼ି ଥିଲେବି ଆପଣ ଅଧମ ଶ୍ରେଣୀର ବୋଲି ଜାଣନ୍ତୁ।
ଭାରତ ବଞ୍ଚାଅ ଅଭିଯାନ ରେ ଆପଣ ଜଡ଼ିତ ନହେଲେ ଆପଣଙ୍କ ଝିଅ ବୋହୂ ଆଉ ସୁରକ୍ଷିତ ନୁହନ୍ତି ବୋଲି ବୁଝନ୍ତୁ। ସଂଗଠିତ ନହେଲେ କାନୁନ୍/ନିୟମ କ'ଣ କରିପାରିବ? ଦେଶ ବିଭାଜନ ଦଙ୍ଗା ସମୟରେ ବି ସେନା, ପୁଲିସ ଆଇନ୍ କାନୁନ୍ ସବୁ ଥିଲାକି ନାହିଁ? ଷୋହଳ ଲକ୍ଷ ହିନ୍ଦୁ ହତ୍ୟା ହୋଇଥିଲେ। ଥରେ ଈଜ୍ଜତ ଗଲେ ଆଉ ଫେରେନି। ଅପରାଧୀ ଯଦିବା ଦଣ୍ଡିତ ହୁଅନ୍ତି ତଥାପି ନିତ୍ୟ ନୁତନ ଅପରାଧୀ ବାହାରନ୍ତି। ଅପରାଧକୁ ରୋକିବାକୁ ହେଲେ ଅପରାଧ ହେବା ପୂର୍ବରୁ ତାକୁ ପ୍ରତିହତ କରିବା, ସତର୍କ ରହିବା ନିହାତି ଆବଶ୍ୟକ।
ଅନ୍ୟାୟ ର ପ୍ରତିବାଦ ନକରିବା, ନିରବ ରହିବା ଅନ୍ୟାୟ କରିବା ସହିତ ସମାନ।
ସୌଜନ୍ୟ - "ଆଶା ଭରସା", ଚିର ସବୁଜ ଖବର କାଗଜ, ଭୁବନେଶ୍ୱର