ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନା (ଇସିଏମଏସ) ଦ୍ବିତୀୟ ପର୍ଯ୍ୟାୟ ଅଧୀନରେ 17ଟି ପ୍ରସ୍ତାବକୁ ମଞ୍ଜୁରୀ

Nov 18, 2025 - 12:27
 6
ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନା (ଇସିଏମଏସ) ଦ୍ବିତୀୟ ପର୍ଯ୍ୟାୟ ଅଧୀନରେ 17ଟି ପ୍ରସ୍ତାବକୁ ମଞ୍ଜୁରୀ

ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନା (ଇସିଏମଏସ) ଦ୍ବିତୀୟ ପର୍ଯ୍ୟାୟ ଅଧୀନରେ 17ଟି ପ୍ରସ୍ତାବକୁ ମଞ୍ଜୁରୀ

7,172 କୋଟି ଟଙ୍କାର ନିବେଶ, 65,111 କୋଟି ଉତ୍ପାଦନ ଏବଂ 11,808 ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ

2030–31 ସୁଦ୍ଧା ମୂଲ୍ୟ ଶୃଙ୍ଖଳ ସମନ୍ବୟର ପରବର୍ତ୍ତୀ ପର୍ଯ୍ୟାୟକୁ ଆଗେଇ ନେବ ଇସିଏମଏସ; ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନକୁ 500 ବିଲିୟନ ଡଲାରରେ ପହଞ୍ଚାଇବ: ଶ୍ରୀ ଅଶ୍ବିନୀ ବୈଷ୍ଣବ

ନଅଟି ରାଜ୍ୟରେ ଉତ୍ପାଦନ ୟୁନିଟକୁ ମଞ୍ଜୁରୀ ଦ୍ବାରା ସନ୍ତୁଳିତ ଆଞ୍ଚଳିକ ଅଭିବୃଦ୍ଧି ଏବଂ ମହାନଗର ବାହାରେ ଉଚ୍ଚ-ଦକ୍ଷତା ଆଧାରିତ ନିଯୁକ୍ତି ସୃଷ୍ଟି ପାଇଁ ସରକାରଙ୍କ ପ୍ରୟାସ ହେବ ବଳବତ୍ତର

ଉଚ୍ଚ-କାର୍ଯ୍ୟଦକ୍ଷତା ସେମିକଣ୍ଡକ୍ଟର ନବସୃଜନ ପ୍ରଦର୍ଶନ ସହିତ ନିଜର ପ୍ରଥମ ପିଢ଼ିର ଶକ୍ତି-ଦକ୍ଷ ଏଜ୍ ସିଲିକନ୍ ଚିପ୍ ଅର୍କ-ଜିକେଟି 1 ଉନ୍ମୋଚନ କଲା ଭାରତ

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନାଁ (ଇସିଏମଏସ) ଅଧୀନରେ ଆହୁରି 17ଟି ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିରେ ପୂର୍ବରୁ ଘୋଷିତ 5,532 କୋଟି ଟଙ୍କା ପାଇଁ ସାତଟି ଆବେଦନର ଅନୁମୋଦନ ସାମିଲ ରହିଛି ।

ଏହି ଅନୁମୋଦିତ ପ୍ରକଳ୍ପଗୁଡ଼ିକ ସାରା ଦେଶରେ ମୋଟ 7,172 କୋଟି ଟଙ୍କା ନିବେଶ, 65,111 କୋଟି ଟଙ୍କାର ଉତ୍ପାଦନ ଏବଂ 11,808 ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଅନୁମୋଦିତ ୟୁନିଟଗୁଡ଼ିକ ୨ଟି ରାଜ୍ୟ ଗୋଆ, ଗୁଜରାଟ, ଜମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତର ପ୍ରଦେଶ ଏବଂ ଆନ୍ଧ୍ର ପ୍ରଦେଶରେ କାର୍ଯ୍ୟକାରୀ ହେବ । ଏହା ମେଟ୍ରୋପଲିଟାନ କ୍ଲଷ୍ଟର ବାହାରେ ସନ୍ତୁଳିତ ଆଞ୍ଚଳିକ ଅଭିବୃଦ୍ଧି ଏବଂ ଉଚ୍ଚ-କୁଶଳୀ ନିଯୁକ୍ତି ସୃଷ୍ଟି ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ସୁଦୃଢ଼ କରିଥାଏ।

ଦ୍ବିତୀୟ ପର୍ଯ୍ୟାୟରେ ବିଭିନ୍ନ ପ୍ରକାରର ଉପାଦାନ ଏବଂ ସବ୍ ଆସେମ୍ବି ସାମିଲ ରହିଛି, ଯଥା:

ଜାବିଲ୍ ସର୍କିଟ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଜେଟକେମ୍ ସିପ୍ଲାଏ ଚେନ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ବାରା ଭାରତର ପ୍ରଥମ ଅପ୍ଟିକାଲ୍ ଟ୍ରାନ୍ସସିଭର୍ (ଏସଏଫବି) ଉତ୍ପାଦନ ସୁବିଧା;

ରକନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ ଦ୍ବାରା ଯୋଗାଯୋଗ ଉପକରଣ, କମ୍ପ୍ୟୁଟର ଏବଂ ଶିଳ୍ପ ଇଲେକ୍ଟ୍ରୋନିକ୍ସରେ ସଠିକ୍ ସମୟ ନିର୍ଦ୍ଧାରଣ ପ୍ରୟୋଗ ଲାଗି ଅସିଲେଟର, ଉଚ୍ଚସ୍ତରୀୟ ସଠିକତା ଏକ୍ସିସ୍ କଞ୍ଜୁମର ପ୍ରଡକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ବାରା ଲାପଟପ୍ ଏବଂ ସ୍ମାର୍ଟୱାଚ୍ ପାଇଁ

କନେକ୍ଟର

ନଅଟି କମ୍ପାନୀ ଦ୍ବାରା ।ରା ମଲ୍ଟି-ଲେୟାର ପିସିବି - ହାଇ-କ୍ୟୁ ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ୍, ସିକ୍ୟୁର୍ ସର୍କିଟ୍ପ ର୍କିଟ୍ସ ଲିମି ଲିମିଟେଡ୍, ଜେଟଫାବ୍‌ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେ ଟେଡ୍, ଏହୁମ୍ ଆଇଓଟି ପ୍ରାଇଭେଟ୍ ଲିମିଟେଡ୍, ସିଏରା ସର୍କିଟ୍ପ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍, ମୀନା ଇଲେକ୍ଟ୍ରୋଟେକ୍ ପ୍ରାଇଭେଟ୍ ଲିମିଟେଡ୍, ଏଟି ଆଣ୍ଡ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ମାଇକ୍ରୋପ୍ୟାକ୍ ପ୍ରାଇଭେଟ୍ ଲିମି ଉଟ୍ ଲିମିଟେଡ୍, ଏବଂ ଇନଫୋପାୱାର ଟେକ୍ନୋଲୋଜିସ୍ ସ୍ ପ୍ରାଇଭେଟ୍ ଲିମିଟେଡ୍।

ଏହି ଉପକରଣଗୁଡ଼ିକ ସ୍ମାର୍ଟଫୋନ୍, ଫୋନ୍, ଆଇଟି ଆଇế ହାର୍ଡୱେର, ୱେରେବଲ୍ସ, ଟେଲିକମ୍, ଇଭି, ଶିଳ୍ପ ଇଲେକ୍ଟ୍ରୋନି ନିକ୍ସ, ପ୍ରତିରକ୍ଷା, ଚିକିତ୍ସା ଇଲେକ୍ଟ୍ରୋନିକ୍ସ ଏବଂ ଅକ୍ଷ କ୍ଷେତ୍ରଗୁଡ଼ିରେ ଉପ ଉପଯୋଗ ହେ ହୋଇଥାଏ। କ୍ଷୟ ଶକ୍ତି ସମେତ ପ୍ରମୁଖ

ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ 1 ଅଶ୍ବିନୀ ବୈଷ୍ଣବ ଆ ଆଲୋକପାତ କରି କହିଥିଲେ, ดยิงดัง ଡିଭାଇସ୍ ଠାରୁ ଉପକରଣ ଏବଂ ସବ୍-ଆସେମ୍ବଲି ପର୍ଯ୍ୟନ୍ତ ମୂଲ୍ୟ ଶୃଙ୍ଖଳ ସମନ୍ବୟର ପରବର୍ତ୍ତୀ ପର୍ଯ୍ୟାୟକୁ ଉଜାଗର କରୁଛି । ଏହାଦ୍ବାରା ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ର 2030-31 ସୁଦ୍ଧା 500 ବିଲିୟନ ଡଲାରର ଉତ୍ପ ଉତ୍ପାଦନ ମୂଲ୍ୟରେ ପହଞ୍ଚିବ।

ଅନୁମୋଦିତ ଆବେଦନକାରୀମାନେ ଇସିଏମଏସ ଅଧ ଅଧୀନରେ ସରକାରଙ୍କ ନିର୍ଣ୍ଣାୟକ ସମର୍ଥନକୁ ଦୃଢ଼ ପ୍ରଶ ପ୍ରଶଂସା କରିଛନ୍ତି । ସେମାନେ କହିଛନ୍ତି, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟର ସକ୍ରିୟ କାର୍ଯ୍ୟ, ସ୍ବଚ୍ଛ ସ୍ବଚ୍ଛ ପ୍ରକ୍ରିୟା ଏବଂ ଦ୍ରୁତ ଅନୁମୋଦନ ସେମାନ ।ନଙ୍କ ପ୍ରକଳ୍ପଗୁଡ଼ିକୁ ଆଗକୁ ବଢ଼ାଇବାରେ ସହାୟକ ହୋଇ ହାଇଛି । ମନୁଣାଳ ଶାଳୟର ପ୍ରତିକ୍ରିୟାଶୀଳ, ସମାଧାନ-ମୁଖୀ ଆଭିମୁଖ୍ୟ ଶିଳ୍ପ ବିଶ୍ବାସକୁ ବୃଦ୍ଧି କରିଛି ଏବଂ ଏକ ବିଶ୍ବସୁ ବିଶ୍ବ ଉହ ଉତ୍ପାଦନ କେନ୍ଦ୍ର ଭାବରେ ରେ ଭାରତର ସ୍ଥିତିକୁ ସୁଦୃଢ଼ କରିଛି ବୋଲି ଏହି କ୍ଷେତ୍ରର ଉଦ୍ୟୋଗୀମାନେ କହିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ସାଇଏଣ୍ଡ ସେମିକଣ୍ଡକ୍ଟର୍ସ ପ୍ରାଇଭେଟ ଲିମିଟେଡ ଏବଂ ଆଜିମଥ୍ ଏଆଇ ଦ୍ବାରା ମିଳିତ ଭାବରେ ବିକଶିତ ପ୍ରଥମ ପିଢ଼ିର ଶକ୍ତି ଦକ୍ଷ ଏଜ୍ ସିଲିକନ୍ ଚିପ୍ (ଏସଓସି) ଅ ซด์-ଜିକେଟି1 ମଧ୍ୟ ଶୁଭାରମ୍ଭ କରିଛନ୍ତି। ପ୍ଲାଟଫର୍ମ-ଅନ୍-ଏ-ଚିପ୍ ଏସଓସି ଉନ୍ନତ କମ୍ପ୍ୟୁଟିଂ କୋର, ହାର୍ଡ ର୍ଡୱେୟାର ଆକ୍ସିଲେରେଟର, ପାୱାର-ଏଫିସିଏଣ୍ଟ ଡିଜାଇନ୍ ଏବଂ ସୁରକ୍ଷିତ ସେଟିଂକୁ ଏକ ଚିପରେ ଏକୀକୃତ କରିଥାଏ, ଯାହା ମୂଲ୍ୟ ଏବଂ ଜଟିଳତାକୁ ହ୍ରାସ କରିବା ସହିତ 10 ଗୁଣ ପର୍ଯ୍ୟନ୍ତ ଉନ୍ନତ କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ। ଏହା ସ୍ମାର୍ଟ ୟୁଟିଲିଟି, ସହର, ବ୍ୟାଟେରୀ ଏବଂ ଶିଳ୍ପ ଆଇଓଟିକୁ ସମର୍ଥନ କରେ। ଏହା ଏକ ଉତ୍ପାଦ-ଚାଳିତ, ଉଚ୍ଚ-କାର୍ଯ୍ୟକ୍ଷମ ସେମିକଣ୍ଡକ୍ଟର ଇକୋସିଷ୍ଟମ ଆଡ଼କୁ ଭାରତର ପରିବର୍ତ୍ତନକାରୀ ଯାତ୍ରାକୁ ପ୍ରଦର୍ଶନ କରେ।