ବିହାର ରେ ନୂଆ ସରକାର ଗଠନ ପାଇଁ ପୁରା ପ୍ରସ୍ତୁତି...
ବିହାର ରେ ନୂଆ ସରକାର ଗଠନ ପାଇଁ ପୁରା ପ୍ରସ୍ତୁତି...
ନୂତନ ସରକାର ଗଠନ ପୂର୍ବରୁ ବିହାର ବିଧାନସଭା ଭଙ୍ଗ
ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର
ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି
ଆସନ୍ତା ୨୦ତାରିଖରେ ବିହାରର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ
ବିହାର ନିର୍ବାଚନରେ NDAର ବିପୁଳ ବିଜୟ
୮୯ ଆସନରେ BJP,
୮୫ ଆସନରେ JDUର ବାଜିମାତ୍
୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୦୨ ଆସନରେ NDA ର ଜୟଲାଭ
NDA ର ଐତିହାସିକ ବିଜୟ