ଏକାମ୍ର ଲୋକପ୍ରତିନିଧି ତଥା ବିଧାୟକଙ୍କ ଜନଅଭିଯୋଗ ଶୁଣାଣି...

May 13, 2026 - 18:48
 10
ଏକାମ୍ର ଲୋକପ୍ରତିନିଧି ତଥା ବିଧାୟକଙ୍କ  ଜନଅଭିଯୋଗ ଶୁଣାଣି...

ବିଭିନ୍ନ ଅଞ୍ଚଳରୁ ସାମୁହିକ ଏବଂ ବ୍ୟକ୍ତିଗତ ସମସ୍ୟା ନେଇ ଆସିଥିବା ଜନ ସାଧାରଣଙ୍କ ଅଭିଯୋଗ ଓ ସମସ୍ୟାଗୁଡିକୁ ଶୁଣିଲେ ।

ସାଧାରଣ ଜନତାଙ୍କର ସମସ୍ୟାକୁ ଗୁରୁତ୍ୱ ଦେଇ ଏହାର ତ୍ୱରିତ ସମାଧାନ ପାଇଁ ଆମ ସରକାର ସର୍ବଦା ତତ୍ପର।

ଉଲ୍ଲେଖଯୋଗ୍ୟ ଯେ ନିୟମିତ ଭାବେ ସୁନ୍ଦରପଦା କପିଳପ୍ରସାଦ ସ୍ଥିତ କାର୍ଯ୍ୟାଳୟ ରେ ପ୍ରତି ସୋମବାର ଓ ବୁଧବାର ଏବଂ ଶୁକ୍ରବାର ଜନସାଧାରଣଙ୍କର ସାମୁହିକ ଏବଂ ବ୍ୟକ୍ତିଗତ ସମସ୍ୟା ସମାଧାନ ପାଇଁ ପ୍ରୟାସ କରାଯାଏ 

ଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ କରୁଛନ୍ତି ବିଜେପି ସରକାର ।