ଏ ବର୍ଷ ଖୁବ ଶୀଘ୍ର ବାହାରିବ MAY ରେ ମାଟ୍ରିକ୍ ରେଜଲ୍ଟ...

Mar 3, 2026 - 08:55
 17
ଏ ବର୍ଷ ଖୁବ ଶୀଘ୍ର ବାହାରିବ  MAY ରେ ମାଟ୍ରିକ୍ ରେଜଲ୍ଟ...

ଏ ବର୍ଷ ଖୁବ ଶୀଘ୍ର ବାହାରିବ MAY ରେ ମାଟ୍ରିକ୍ ରେଜଲ୍ଟ...

ମେ' ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ*

ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ*

'OMR ଖାତା ଦେଖା ଆରମ୍ଭ ହୋଇ ସାରିଲାଣି'*

'ଆସନ୍ତା ୧୯ରୁ ସବଜେକ୍‌ଟିଭ୍ ଖାତା ଦେଖା ଆରମ୍ଭ ହେବ'*

'ମୋଟ୍ ୫୫ କେନ୍ଦ୍ରରେ ୧୫ ହଜାର ନୀରିକ୍ଷକ ନିୟୋଜିତ*