ଓଡ଼ିଶା ଜଳ ବିଦ୍ୟୁତ ନିଗମର ୩୧ତମ ପ୍ରତିଷ୍ଠା ଦିବସ ପାଳିତ

Apr 22, 2026 - 08:18
 22
ଓଡ଼ିଶା ଜଳ ବିଦ୍ୟୁତ ନିଗମର ୩୧ତମ ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଶା ଜଳ ବିଦ୍ୟୁତ ନିଗମର ୩୧ତମ ପ୍ରତିଷ୍ଠା ଦିବସ ତାରିଖ ୨୧ ଏପ୍ରିଲ ୨୦୨୬ ରେ ଆଜି ଭୁବନେଶ୍ବର ସ୍ଥିତ ଆଇଏମଏମଟି ପ୍ରେକ୍ଷାଳୟରେ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ପ୍ରତିଷ୍ଠିତ ଷ୍ଠିତ ଅତିଥ୍ୟ ବରିଷ୍ଠ କର୍ମକର୍ତ୍ତା, କର୍ମଚାରୀ ଓ ଆମନ୍ତ୍ରିତ ଅତିଥ୍ୟାମାନଙ୍କର ଉପସ୍ଥିତି ଦେଖୁବାକୁ ମିଳିଥିଲା ।

ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ବିଭାଗ, ମୁଖ୍ୟ ଅତିų ଭାବେ ଉପସ୍ଥିତ ଥୂଲେ। ଶ୍ରୀ ବିଶାଳ କୁମାର ଦେବ, ଆଇଏଏସ, ଅତିରିକ୍ତ ମୁଖ୍ୟ ସଚିବ, ଶକ୍ତି ଏବଂ ଇଲେ ଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଏବଂ ଓଡ଼ିଶା ଜଳ ବିଦ୍ୟୁତ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ କାର୍ଯ୍ୟକ୍ରମର । ଅଧ୍ଯକ୍ଷତା କରିଥିଲେ। ଶ୍ରୀ ପ୍ରଣବ କୁମାର ମହାନ୍ତି, ନିର୍ଦ୍ଦେଶକ (ବିତ୍ତ), ଶ୍ରୀ ସନ୍ଦୀପ ପଟ୍ଟନାୟକ, ନିର୍ଦ୍ଦେଶକ (ମାନବ ସମ୍ବଳ), ଶ୍ରୀ ଅମିୟ କୁମାର ମହାନ୍ତି, ନିର୍ଦ୍ଦେଶକ (ସଂଚାଳନ) ଏବଂ ଶ୍ରୀ ରାଜୀବ ଲୋଚନ ପଣ୍ଡା, ନିର୍ଦ୍ଦେଶକ (ପ୍ରକଳ୍ପ) ପ୍ରମୁଖ ଏହି ଅବସର ରରେ ଉପସ୍ଥିତ ขุচ্ছ।

ଅତିଥ୍‌ମାନଙ୍କର ଆଗମନ ସହିତ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା ଏବଂ “ବନ୍ଦେ ଉତ୍କଳ ଜନନୀ" ଗାୟନ ଦ୍ବାରା ଏହାକୁ ଗମ୍ଭୀର ଓ ଗୌରବମୟ ମାହୋଲ ମିଳିଥିଲା । ଶ୍ରୀ ସନ୍ଦୀପ ପଟ୍ଟନାୟକ ।ୟକ, ନିର୍ଦ୍ଦେଶକ (ମାନବ ସମ୍ବଳ) ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ ।

ଏହି ଅବସରରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରୟାସର ଶୁଭାରମ୍ଭ କରାଯାଇଥିଲା। ଏହାର ଏହ ଅନ୍ତର୍ଭୁକ୍ତ ଥୂଲା ଓଏଚପିସିର ଧୂମ୍ ସଙ୍ଗୀତର ଉନ୍ମୋଚନ, ନବୀକୃତ ଆଧୂକାରିକ ୱେବସାଇଟ ବସାଇଟର ଶୁଭାରମ୍ଭ, ଅନଲାଇନ ଇ-ବରୁଣର ପ୍ରକାଶନ ଓ OSWAS ୨.୦ ର ସମ୍ମିଳନ, ଯାହା ଡିଜିଟାଲ ପ୍ରଶାସନ ଓ କାର୍ଯ୍ୟକୁଶଳତାରେ ରେ ଏକ ନୂତନ ପଦକ୍ଷେପ ସୂଚିତ କରେ।

ବର୍ଷ ୨୦୨୫-୨୦୨୬ ପାଇଁ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ଓଏଚ ଏଚପିସିର ବିଭିନ୍ନ ୟୁନିଟ ମାନଙ୍କୁ ସମ୍ମାନିତ କରାଯାଇଥିଲା। ରେଙ୍ଗାଲି ଜଳବିଦ୍ୟୁତ ପ୍ରକଳ୍ପ, ରେଙ୍ଗାଲି ଶ୍ରେଷ୍ଠ ପ୍ରଦର୍ଶନକା ଚକାରୀ ୟୁନିଟ ଭାବେ ପୁରସ୍କୃତ ହୋଇଥିଲା ବେଳେ ଦ୍ଵିତୀୟ ଶ୍ରେଷ୍ଠ ପ୍ରଦର୍ଶନକାରୀ ୟୁନିଟ ଭାବରେ ଅପର ଇନ୍ଦ୍ରାବତୀ ତୀ ଜଳବିଦ୍ୟୁତ ପ୍ରକଳ୍ପ, ମୁଖୂଗୁଡ଼ାକୁ ସମ୍ମାନୀତ କରାଯାଇଥିଲା। ଆହୁରି ମଧ୍ୟ ଶ୍ରେଷ୍ଠ ହାଉସ କିପିଙ୍ଗ ୟୁନିଟ ଭାବେ ହିରାକୁଦ ଜଳବିଦ୍ୟୁତ ପ୍ରକଳ୍ପ, ବୁର୍ଲାକୁ ପୁରସ୍କୃତ କରାଯାଇଥିଲା

ମୁଖ୍ୟ ଅତିଥ୍‌ ତାଙ୍କର ଉଦ୍ବୋଧନରେ ଓଡିଶାର ଉନ୍ନତିରେ ଓଏଚପିସିର । ଅବଦାନକୁ ସ୍ବୀକାର କରିଥିଲେ। ଶେଷରେ ଶ୍ରୀ ରଜୀବ ଲୋଚନ ପଣ୍ଡା, ନିର୍ଦ୍ଦେଶକ (ପ୍ରକଳ୍ପ) ଧନ୍ୟବାଦ ଅର୍ପଣ କରିଥ୍

ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉତ୍ସବ ରଙ୍ଗାୟିତ ହୋଇଥିଲା। ପ୍ରଦର୍ଶକମା ଅଭିନନ୍ଦନ ଜଣାଯାଇଥିଲା । ଦର୍ଶକମାନଙ୍କୁ ସମ୍ମାନ ସୂଚକ ଭାବେ

ଯାଗରେ ଏକ ରକ୍ତଦାନ ଶିବିର ମଧ୍ଯ ଆୟୋଜନ ଅଂଶଗ୍ରହଣରେ ପ୍ରାୟ ୪୦ ଲିଟର ରକ୍ତ ସଂଗ୍ରହ ପ୍ରତିଷ୍ଠା ଦିବସ ଅବସରରେ ଭାରତୀୟ ରେଡ୍ କ୍ରସ ସମିତି ସହଯୋ କରାଯାଇଥିଲା। କର୍ମଚାରୀ ଓ ସ୍ଵେଚ୍ଛାସେବୀମାନଙ୍କର ସକ୍ରିୟ ଅଂଶଗ୍ରହ କରାଯାଇଥିଲା, ଯାହା ସମାଜ ସେବା ପ୍ରତି ଓଏଚପିସିର ପ୍ରତିବଦ୍ଧତାକୁ ପ୍ରକାଶ କରେ।