ଓଡିଶା ସରକାର ଆଇ ଏ ଏସ୍ ସ୍ତରରେ କଲେ ବଡ଼ ଧରଣର ଅଦଳବଦଳ...

Feb 6, 2026 - 08:18
 5
ଓଡିଶା ସରକାର ଆଇ ଏ ଏସ୍ ସ୍ତରରେ କଲେ ବଡ଼ ଧରଣର ଅଦଳବଦଳ...

ଓଡିଶା ସରକାର ଆଇ ଏ ଏସ୍ ସ୍ତରରେ କଲେ ବଡ଼ ଧରଣର ଅଦଳବଦଳ...

ଦେଓ ରଞ୍ଜନ କୁମାର ସିଂଙ୍କୁ ଷ୍ଟିଲ ଓ ମାଇନ୍ସ ଅତିରିକ୍ତ ଦାୟିତ୍ବ

ସେ ବର୍ତମାନ ର୍ଉନ୍ନୟନ କମିଶନର ଅଛନ୍ତି  

ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ଅତିରିକ୍ତ ଦାୟିତ୍ବ ଓ ସୁରେନ୍ଦ୍ର କୁମାର ସାଧାରଣ ପ୍ରଶାସନ ଦାୟିତ୍ବରେ ମଧ୍ୟ ରହିବେ। 

ବିଷ୍ଣୁପଦ ସେଠୀ ହେଲେ ଓଡ଼ିଶା ବନ ଉନ୍ନୟନ ନିଗମ ଅଧ୍ୟକ୍ଷ ଓ କେବିକେ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ 

ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅତିରିକ୍ତ ଦାୟିତ୍ବ

ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ଏକାଡେମୀ ଡିଜି ଦାୟିତ୍ବ ଓ ଶ୍ରମ ଓ ବିଜ୍ଞାନ କାରିଗର ଅତିରିକ୍ତ ଦାୟିତ୍ବ ରେ ରହିବେ