ଶଶୀ ଥରୁର ଙ୍କ ପୁଅ ଆମେରିକାରେ ନିଜ ଚାକିରୀ ହରାଇଲେ...
ଶଶୀ ଥରୁର ଙ୍କ ପୁଅ ଆମେରିକାରେ ନିଜ ଚାକିରୀ ହରାଇଲେ...
ଓ୍ବାଶିଂଟନ୍ ପୋଷ୍ଟ (ଆମେରିକାର 5ମ ବଡ଼ ଖବରକାଗଜ)
800 ନ୍ୟୁଜ ରୁମ୍ ସମ୍ବାଦିକରୁ 300 କାଢ଼ିଲା ଆମେରିକା
ଚାକିରି ହରାଇଲେ: ଶଶୀ ଥରୁରଙ୍କ ପୁଅ ଇଶାନ୍ ଥରୁର
ମୋଟ ସମ୍ପତ୍ତି: ପ୍ରାୟ 30 ହଜାର କୋଟି
ମାଲିକ: ଜେଫ୍ ବେଜୋସ୍ (ଆମାଜନର ମାଲିକ)
କର୍ମଚାରୀ ସଂଖ୍ୟା: 4,100
ଅଧିକାଂଶ ବିଦେଶୀ ବ୍ୟୁରୋ ବନ୍ଦ କରାଗଲା,
ସ୍ଥାନୀୟ ଖବରକୁ ଗୁରୁତ୍ବ ଦିଆଗଲା
AI ଯୁଗରେ ଲୋକେ ପଢ଼ିବା କମାଇ ଦେଉଥିବା ଅନୁମାନ କରାଯାଉଛି