କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବା ପରିପ୍ରେକ୍ଷୀରେ ଲାଗିଲାଣି ସ୍ବାଧୀକାର ଭଙ୍ଗ ନୋଟିସ...

Sep 20, 2025 - 08:29
 4
କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବା ପରିପ୍ରେକ୍ଷୀରେ ଲାଗିଲାଣି ସ୍ବାଧୀକାର ଭଙ୍ଗ ନୋଟିସ...

ଅନାସ୍ଥା ପ୍ରସ୍ତାବ ନୋଟିସ ପୂର୍ବରୁ ମିଡ଼ିଆକୁ ସୂଚନା ଦେଇଥିବାରୁ କଂଗ୍ରେକୁ ମହଙ୍ଗା ପଡିଲା ସ୍ବାଧୀକାର ଭଙ୍ଗ ନୋଟିସ

୫ କଂଗ୍ରେସ ବିଧାୟକ ଙ୍କ ନାମରେ ଲାଗିଲା ନୋଟିସ

ରାମଚନ୍ଦ୍ର କଡାମ, ତାରା ବାହିନୀ ପତି, ସୋଫିଆ ଫିର୍ଦୋଷ ଙ୍କ ନାମରେ ନୋଟିସ

ସ୍ବାଧୀକାର ଭଙ୍ଗ ନୋଟିସ ଆଣିଲେ BJP ର ପଦ୍ମ ଲୋଚନ ପଣ୍ଡା

ଅଶୋକ ଦାସ ଓ C S ରାଜନ ଏକ୍କା ଙ୍କ ବିରୋଧରେ ବି ନୋଟିସ