କଟକ ର ଉପର ଓ ତଳ ଉଭୟ ପଡିଆରେ ହେବ ବାଲିଯାତ୍ରା...
କଟକ: ଚଳିତ ବର୍ଷ କଟକରେ ତଳ ପଡ଼ିଆ ସହ ଉପର ପଡ଼ିଆରେ ବି ହେବ ବାଲିଯାତ୍ରା। ଏହି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ। ରିହାତି ଦରରେ ବ୍ୟବସାୟୀଙ୍କୁ ଉପର ପଡ଼ିଆରେ ଦିଆଯିବ ଷ୍ଟଲ। ଉପର ପଡ଼ିଆ ପାଇଁ ୨୦୦ଟି ଷ୍ଟଲ୍ ଥିବା କହିଲେ ଜିଲ୍ଲାପାଳ।