କର୍ମଚାରୀ ବୀମା ନିଗମ (ESIC) ରେ ପଞ୍ଜିକୃତ ଶ୍ରମିକମାନେ ସାମାଜିକ ସୁରକ୍ଷା ଲାଭ ସହିତ ଚିକିତ୍ସା ଯନ୍ତ୍ର, ଅସୁସୁତା ଯନ୍ତ୍ର ପ୍ରସୂତି ଭତ୍ତା ଓ ବେକାରୀ ଭତ୍ତା ପାଇପାରିବେ

Aug 13, 2025 - 14:10
Aug 13, 2025 - 14:12
 16
କର୍ମଚାରୀ ବୀମା ନିଗମ (ESIC) ରେ ପଞ୍ଜିକୃତ ଶ୍ରମିକମାନେ ସାମାଜିକ ସୁରକ୍ଷା ଲାଭ ସହିତ ଚିକିତ୍ସା ଯନ୍ତ୍ର, ଅସୁସୁତା ଯନ୍ତ୍ର ପ୍ରସୂତି ଭତ୍ତା ଓ ବେକାରୀ ଭତ୍ତା ପାଇପାରିବେ

ଆଞ୍ଚଳିକ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବ ଏବଂ ଉତ୍ତର ପୂର୍ବ କ୍ଷେତ୍ରର ବୀମା କମିଶନର ଶ୍ରୀ ପ୍ରଣୟ ସିହ୍ନା ଅଧ୍ୟକ୍ଷତା କରିଥିଲେ ଏବଂ ଏଥିରେ ବିଭିନ୍ନ ଶିଳ୍ପ ସଂଘ, ନିଯୁକ୍ତିଦାତା ଏବଂ ଅଞ୍ଚକର ଅନ୍ୟାନ୍ୟ ଅଂଶୀଦାରମାନଙ୍କର ପ୍ରତିନିଧୁମାନେ ଯୋଗ ଦେଇଥିଲେ।

ଶ୍ରୀ ସିହ୍ନା ଏହି ଦୁଇଟି ଯୋଜନାର ମୁଖ୍ୟ ବିଶେଷତା ଓ ଲାଭ ସମ୍ପର୍କରେ ଆଲୋକପାତ କରିଥିଲେ। SPREE-2025 ଯୋଜନା ଏକ ସମୟ ସୀମିତ ସୁଯୋଗ ପ୍ରଦାନ କରୁଛି, ଯାହାର ମାଧ୍ୟମରେ ଅପରିଚ୍ଛଦ୍ଧ ନିୟୋଜକ ଓ କର୍ମଚାରୀମାନେ ପଞ୍ଜିକୃତ ହେବା ପାଇଁ ଅବସର ଯାଇପାରିବେ। ଏଥିରେ କୌଣସି ଅର୍ଥଦଣ୍ଡ ଲାଗୁ ହେବ ନାହିଁ, ପୂର୍ବତନ ଅବଧୂ ପାଇଁ କୌଣସି ବଢାୟା ଦାବି କରାଯିବ ନାହିଁ, ଓ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ନିରୀକ୍ଷଣ ମୁକ୍ତ ରହିବେ। ଏହି ଯୋଜନା ୧ ଜୁଲାଇ ରୁ ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଖୋଲା ରହିବ, ଯାହା ଅନିବନ୍ଧିତ ନିୟୋଜକ ଓ ବଞ୍ଚିତ କର୍ମଚାରୀମାନେ ଯଥା ଠିକାଦାର ଓ ଅସ୍ଥାୟୀ କର୍ମଚାରୀମାନେ–ESI ଆଇନ ଅନ୍ତର୍ଗତ ଅନୁସୂଚୀତ ହେବାକୁ ଏକ ଅନନ୍ୟ ସୁଯୋଗ ମିଳିବ। ଏହି ଅବଧୂରେ ପଞ୍ଜିକୃତ ହେଉଥ‌ିବା ନିୟୋଜକମାନେ ପଞ୍ଜିକ ଞ୍ଜିକରଣ ତାରିଖ ଖ ରୁ ବା ତାଙ୍କ ଦ୍ବାରା ଘୋଷିତ ତାରିଖ ରୁ କଭର୍ ହେବେ, ଯେଉଁଥିରେ ନୂତନ କର୍ମଚାରୀମାନେ ତାଙ୍କ ପଞ୍ଜିକରଣ I ତାରିଖ ରୁ ଅନୁସୂଚୀ ସୂଚୀତ ହେବେ।

ଯେ ଆହୁରି କହିଛ ହିଛନ୍ତି ଯେ ESICK ଆମସୃଷ୍ଟି ଯୋଜନା-2025, 1 P-2025, 1 ଅକ୍ଟୋବର 2025 ରୁ 30 ସେପ୍ଟେମ୍ବର 2026 ପର୍ଯ୍ୟନ୍ତ ଏକକାଳୀନ ବିବାଦ ସମାଧାନ ୱିଣ୍ଡୋ ପ୍ରଦାନ କରୁଛି ଯାହା ଦ୍ବାରା ଦୀର୍ଘଦିନ ଧରି ପଡ଼ି ରହିଥ‌ିବା ESIC ମାମଲାଗୁଡ଼ିକର ସମାଧାନ, ମକଦ୍ଦମା ହ୍ରାସ ଏବଂ ନିଯୁକ୍ତିଦାତାମାନଙ୍କୁ ପାରସ୍ପରିକ । ସମାଧାନ ପାଇଁ ଆଗକୁ ଆସିବାର ସୁଯୋଗ ମିଳିବ। ସେ ସମସ୍ତ ଯୋଗ୍ୟ ଉଦ୍ୟୋଗ ଏବଂ ଶ୍ରମିକଙ୍କୁ ଏହି ପଦକ୍ଷେପଗୁଡ଼ିକର ସୁଯୋଗ ନେ ନେବାକୁ ଅନୁରୋଧ କରିଥିଲେ, ଯାହାର ଲକ୍ଷ୍ୟ ପଞ୍ଜୀକରଣ କରିବା। ପ୍ରକ୍ରିୟାକୁ ସରଳ କରିବା |

ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ରୁଦ୍ରଦୀପ ଦତ୍ତ ମଧ୍ଯ ଅଂଶଗ୍ରହଣକାରୀମାନଙ୍କୁ ନଙ୍କୁ ସମ୍ବୋଧୂତ କରିଥିଲେ, ESI ଯୋଜନା ଅଧୀନରେ ପ୍ରଦାନ କରାଯାଇଥିବା ବିଭିନ୍ନ ସୁବିଧାର ଏକ ବିସ୍ତୃତ ସାରାଂଶ ପ୍ରଦାନ କରିଥିଲେ କରିଥିଲେ। ସେ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷାର ଗୁରୁତ୍ବ ଉପରେ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ନିଯୁକ୍ତିଦାତାଙ୍କୁ ସେମାନଙ୍କର କର୍ମଚାରୀମାନଙ୍କୁ ବ୍ୟାପକ ଚିକିତ୍ସା ସେବା ଏବଂ ଅନ୍ୟାନ୍ୟ ସୁବିଧା ପାଇବା ପାଇଁ ESI ନେଟୱର୍କ ରେ । ଅନ୍ତର୍ଭୁକ୍ତ କରିବାକୁ ଉତ୍ସାହିତ କରିଥିଲେ।

ଏହି ସଚେତନତା କାର୍ଯ୍ୟକ୍ରମ ସାମାଜିକ ସୁରକ୍ଷା କଭରେଜକୁ ବୃଦ୍ଧି କରିବା ଏବଂ ESI ନିୟମାବଳୀର ଅନୁପାଳନ ସୁନିଶ୍ଚିତ କରିବା ପାଇଁ ESICଇ ତାଲି ଖଲିଥିବା ପ୍ରୟାସର ଅଂଶ ଥିଲା। ଏହି ପାରସ୍ପରିକ ଆଲୋଚନା ଅଧୂବେଶନ ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କର ସନ୍ଦେହକୁ ଦୂର କରିବା ଏବଂ ଯୋଜନା ଏବଂ ସେଗୁଡ଼ିକର କାର୍ଯ୍ୟାନ୍ଵୟନ ବିଷୟରେ ଭଲ ଭାବରେ ବୁଝିବା ପାଇଁ ଏକ ମଞ୍ଚ ପ୍ରଦାନ କରିଥିଲା ।