କେନ୍ଦୁଝର ବଳଭଦ୍ରପୁର ଠାରେ ଲୋକଙ୍କ ସରକାର..

Feb 14, 2026 - 23:09
 7
କେନ୍ଦୁଝର ବଳଭଦ୍ରପୁର ଠାରେ ଲୋକଙ୍କ ସରକାର..

କେନ୍ଦୁଝର ବଳଭଦ୍ରପୁର ଠାରେ ଲୋକଙ୍କ ସରକାର ତଥା ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ଟେକ୍ସଟାଇଲ ପାର୍କ ଏବଂ ବିପର୍ଯ୍ୟୟ ପୁନରୁଦ୍ଧାର କେନ୍ଦ୍ର ତଥା ଡାଟା ସେଣ୍ଟର ପାଇଁ ଶିଳାନ୍ୟାସ କରିବା ସହିତ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଉଛନ୍ତି.

*

*

*