ଜନଗଣନାର ଆରମ୍ଭ ହେବ ଦ୍ୱିତୀୟ ପାଳି...

Nov 6, 2026 - 19:01
 10
ଜନଗଣନାର ଆରମ୍ଭ ହେବ ଦ୍ୱିତୀୟ ପାଳି...

ଜନଗଣନାରେ ଆସିବ ୪୦ ପ୍ରଶ୍ନ, ଘର ଘର ବୁଲି ତଥ୍ୟ ନେବେ ଅଧିକାରୀ

ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । 

ଘର ଘର ବୁଲି ଲୋକଙ୍କୁ ୪୦ଟି ପ୍ରଶ୍ନ ପଚାରିବେ ଅଧିକାରୀ । 

ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ସହ ଜାତି ସମ୍ପର୍କିତ ତଥ୍ୟ ମଧ୍ୟ ସଂଗ୍ରହ କରାଯିବ ।

ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଘର ଘର ବୁଲି ଲୋକଙ୍କୁ ୪୦ଟି ପ୍ରଶ୍ନ ପଚାରିବେ ଅଧିକାରୀ । ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ସହ ଜାତି ସମ୍ପର୍କିତ ତଥ୍ୟ ମଧ୍ୟ ସଂଗ୍ରହ କରାଯିବ । 

ଜାନୁଆରୀ ୧୦ରୁ ଆରମ୍ଭ ହେବ ଏହି ପ୍ରକ୍ରିୟା । ଏଥର ପ୍ରଥମ ଥର ପାଇଁ ଡିଜିଟାଲ୍ ମାଧ୍ୟମରେ ହେବ ଜନଗଣନା ।