ଗ୍ରାମାଞ୍ଚଳ ରେ ପର୍ଯ୍ୟଟକଙ୍କ ପାଇଁ ଆରମ୍ଭ ହେବ ହୋମ ଷ୍ଟେ ବ୍ୟବସ୍ଥା...

Sep 27, 2025 - 13:23
 15
ଗ୍ରାମାଞ୍ଚଳ ରେ ପର୍ଯ୍ୟଟକଙ୍କ ପାଇଁ ଆରମ୍ଭ ହେବ ହୋମ ଷ୍ଟେ ବ୍ୟବସ୍ଥା...

ରାଜ୍ୟରେ କାର୍ଯ୍ୟକାରୀ ହେବ ହୋମ୍‌ ଷ୍ଟେ ପ୍ରତିଷ୍ଠା ଯୋଜନା

ଗ୍ରାମାଞ୍ଚଳରେ ଲୋକଙ୍କ ଘରେ ରହିବେ ପର୍ଯ୍ୟଟକ, ବଢ଼ିବ ରୋଜଗାର

୨୦୨୯-୩୦ ଆର୍ଥିକ ବର୍ଷ ଯାଏଁ ଏହି ଯୋଜନା କାର୍ଯ୍ୟକାରୀ ହେବ

ଏହି ଯୋଜନାରେ ୫୦ କୋଟି ବ୍ୟୟବରାଦ ରହିଛି

ଗ୍ରାମୀଣ ଓ କମ୍ ଜଣାଶୁଣା ସ୍ଥାନରେ କରାଯିବ ହୋମ୍‌ ଷ୍ଟେ ବାସସ୍ଥାନ

ଅଧିସୂଚିତ ପଞ୍ଚାୟତରେ ପ୍ରତିଷ୍ଠା ହେବ ନୂଆ ଗୃହ ନିବାସ ୟୁନିଟ୍

ଯୋଗ୍ୟ ହିତାଧିକାରୀଙ୍କୁ ପ୍ରୋତ୍ସାହନ ଦେବେ ସରକାର

ଏହି ଯୋଜନାରେ ପ୍ରାୟ ୪୫୦ ନୂଆ ଗୃହ ନିବାସ କରାଯିବ

ପ୍ରତି ଭଡ଼ା ଘର ପାଇଁ ଅଢ଼େଇ ଲକ୍ଷ ଟଙ୍କା

ସର୍ବାଧିକ ୪ଟି କଠୋରୀକୁ ପ୍ରୋତ୍ସାହନ