ଚୈତ୍ର ମଙ୍ଗଳା ଓଷା ପ୍ରଥମ ପାଳି ଅବସରରେ ଅନେକ ଶୁଭେଚ୍ଛା

Mar 10, 2026 - 21:10
Mar 10, 2026 - 21:10
 4
ଚୈତ୍ର ମଙ୍ଗଳା ଓଷା ପ୍ରଥମ ପାଳି ଅବସରରେ ଅନେକ ଶୁଭେଚ୍ଛା

ଚଇତି ମଙ୍ଗଳବାର ଓଷା 

????ଓଡ଼ିଶାରେ ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାରକୁ ଚୈତ୍ର ମଙ୍ଗଳବାର ବା "ଚଇତି ମଙ୍ଗଳବାର" ଭାବେ ପାଳନ କରାଯାଏ। 

????ଏହା ମୁଖ୍ୟତଃ ମା' ମଙ୍ଗଳାଙ୍କ ଉପାସନା ପାଇଁ ଉଦ୍ଦିଷ୍ଟ ଏକ ପ୍ରମୁଖ ଓଷା। 

????୨୦୨୬ ମସିହାର ଆଜି ହେଉଚି ଚୈତ୍ର ମାସର ପ୍ରଥମ ମଙ୍ଗଳବାର ।

????ଓଡ଼ିଆ ସଂସ୍କୃତିରେ ଏହି ଓଷା କେବଳ ଏକ ଧାର୍ମିକ ପରମ୍ପରା

????ଏହା ଗ୍ରୀଷ୍ମ ଋତୁରେ ସ୍ୱାସ୍ଥ୍ୟପ୍ରଦ ପାନୀୟ (ପଣା) ଗ୍ରହଣ କରିବାର ଏକ ସାମାଜିକ ବିଧି ମଧ୍ୟ