ଜେଲରୁ ୨ କଏଦୀ ଫେରାର୍

ଟିଟିଲାଗଡ : ଟିଟିଲାଗଡ ଉପକାରାଗାରର ୨ କଏଦୀ ଫେରାର ହୋଇଛନ୍ତି । ଗତକାଲି ରାତିରୁ ୨ କଏଦୀ ଚମ୍ପଟ ମାରିଥିବା ସୂଚନା ମିଳିଛି । ଉଭୟ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜ୍ଜା କାଟୁଥିଲେ ।

Mar 10, 2024 - 15:31
 9
ଜେଲରୁ ୨ କଏଦୀ ଫେରାର୍