ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

Mar 24, 2026 - 08:07
 14
ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ୟୁଟ୍ୟୁବ୍ ସହ ଭାଗିଦାରୀରେ ଆରମ୍ଭ ହେଲା ଜାତୀୟ ଏଆଇ ଦକ୍ଷତା ବିକାଶ କାର୍ଯ୍ୟକ୍ରମ; ୧୫ ହଜାର ନିର୍ମାତା ଓ ମିଡିଆ ପେସାଦାର ପାଇବେ ମାଗଣା ପ୍ରଶିକ୍ଷଣ

ମାଇ ୱେଲ୍ମ ପ୍ଲାଟଫର୍ମ କାର୍ଯ୍ୟକାରୀ କଲେ କେନ୍ଦ୍ର ସରକାର; ୱେଲ୍ସ ଓଟିଟିରେ କଣ୍ଟେଣ୍ଟ ପ୍ରସ୍ତୁତି ଓ ଶେୟାର କରିବା ଲାଗି ନାଗରିକଙ୍କୁ ମିଳିବ କ୍ଷମତା

ଆଉ ଦରକାର ନାହିଁ ସେଟ୍ ଅପ୍ ବକ୍ସ; ଇନ-ବିଲ୍କୁ ସୁବିଧା ଓ ଉନ୍ନତ ପ୍ରୋଗ୍ରାମ ଗାଇଡ୍ ସହିତ ଡିଡି ଫ୍ରି ଡିଶ ଚାନେଲ ଦେଖୁବାକୁ ସରଳ କଲେ ସରକାର

ପ୍ରଯୁକ୍ତି ବିଦ୍ୟାକୁ ସୁଲଭ କରିବା ସହ ଡିଜିଟାଲ କଣ୍ଟେଣ୍ଟ ପରିବେଶକୁ ସୁଦୃଢ଼ କରିବା ଲାଗି ସରକାର ଦେଉଛନ୍ତି ପ୍ରୋତ୍ସାହନ: କେନ୍ଦ୍ର ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ତିନୋଟି ପ୍ରମୁଖ ଉପକ୍ରମର ଘୋଷଣା କରିଛନ୍ତି | ଏସବୁ ଉପକ୍ରମ ଭାରତର ଗଣମାଧ୍ୟମ, ପ୍ରସାରଣ ଏବଂ ଡିଜିଟାଲ କ୍ଷେତ୍ରକୁ ସୁଦୃଢ଼ କରିବା ସହିତ ହିତ ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବ। ଏହି ତିନୋଟି ଉପକ୍ରମରୁ ପ୍ରଥମଟି ହେଉଛି- ଏଆଇ ଦକ୍ଷତା ବିକାଶ କାର୍ଯ୍ୟକ୍ରମ। ଗୁଗଲ ଏବଂ ୟୁଟ୍ୟୁବର ସହଭାଗିତାରେ ଭାରତର ସୃଜନଶୀଳ ଳ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇସିଟି) ମାଧ୍ୟମରେ ଏହା କାର୍ଯ୍ୟକାରୀ ହେବ। ଦ୍ବିତୀୟ ଉପକ୍ରମଟି ହେଉଛି ଛି ୱେଭୃ ଓଟିଟି ପ୍ଲାଟଫର୍ମ ଜରିଆରେ ନାଗରିକଙ୍କୁ କଣ୍ଟେଣ୍ଟ ବା କାର୍ଯ୍ୟକ୍ରମ ପ୍ରସ୍ତୁତିରେ ସହାୟତା କରିବା ଲାଗି ମାଇ ୱେଲ୍ସ ପ୍ଲାଟଫର୍ମର ଶୁଭାରମ୍ଭ । ଏହାସହିତ ଡିଡି ଫ୍ରି' ଡିଶ ସେବାର ଉପଲବ୍ଧତା ବୃଦ୍ଧି କରିବା ପାଇଁ ଟେଲିଭିଜନ ସେଟରେ ଆଡଭାନ୍ସଡ୍ ଇଲେକ୍ଟ୍ରୋନିକ୍ ପ୍ରୋଗ୍ରାମ୍ ଗାଇଡ୍ (ଇପିଜି) ଏବଂ ଇନ୍-ବିଲୁ ସାଟେଲାଇଟ୍ ଟ୍ୟୁନରର ପ୍ରଚଳନ କରାଯାଇଛି । ଏହା ଦେଶରେ 'ଅରେଞ୍ଜ ଇକୋନୋମି'କୁ ପ୍ରୋତ୍ସାହନ ପ୍ରୋତ୍ସାହନ ଦେବ ଏବଂ ସାର୍ବଜନୀନ ପ୍ରସାରଣକୁ ସୁଦୃଢ଼ କରିବ। ଏସବୁ ଉପକ୍ରମ ଗଣମାଧ୍ଯମ ଏବଂ ମନୋରଞ୍ଜନ କ୍ଷେତ୍ରରେ ଏକ ଏଆଇ ଦକ୍ଷ ଶ୍ରମଶକ୍ତି ପ୍ରସ୍ତୁତ କରିବାରେ ମଧ୍ୟ ସହାୟକ ହେବ । ଏହି କାର୍ଯ୍ୟକ୍ରମରେ ପ୍ରମୁଖ ପ୍ରମୁଖ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପର ପ୍ରତିନିଧ୍ବ, ୟୁଟ୍ୟୁବ୍ ଇଣ୍ଡିଆର ମୁଖ୍ୟ ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧୂକାରୀମାନେ ଅଂଶଗ୍ରହଣ କରିଥିଲେ ।

ଶ୍ରୀ ଅଶ୍ବିନୀ ବୈଷ୍ଣବ ଏହି କାନ୍ଥ କାର୍ଯକ୍ରମରେ ଯୋଗ ଦେଇ ପ୍ରଯୁକ୍ତିବିଦ୍ୟାକୁ ସାର୍ବଜନୀନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଏହି ପଦକ୍ଷେପଗୁଡିକ ପ୍ରଯୁକ୍ତିବିଦ୍ୟାକୁ ଅଧୂକ ସୁଲଭ ଏବଂ ସହଜଲବ୍ଧ କରିବ । ଇନ-ବିଲ୍ସ ସାଟେଲାଇଟ୍ ଟ୍ୟୁନର ଏବଂ ଉନ୍ନତ ପ୍ରୋଗ୍ରାମ ଗାଇଡ୍ ସହିତ ନାଗ ।ଗରିକମାନେ ବିନାଁ କୌଣସି ଅତିରିକ୍ତି ଉପକର ଚରଣରେ ବିଭିନ୍ନ କାର୍ଯ୍ୟକ୍ରମକୁ ସହଜରେ ଦେଖୂପାରିବେ।

1 ମାଇ € ଦେବ। କେନ୍ଦ୍ର ମନ୍ତ୍ରୀ ୱେଭୃକୁ ଏକ ଶକ୍ତିଶାଳୀ ପ୍ଲାଟଫର୍ମ ଭାବରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ, ଏହା କଣ୍ଟେଣ୍ଟ ନିର୍ମାତାମା ର୍ମାତାମାନଙ୍କୁ ନିଜର କଣ୍ଟେଣ୍ଟ ଅପଲୋଡ୍ ଏବଂ ସେୟାର ୟାର କରିବାକୁ ଅଧୂକ କ୍ଷମତା ଦେ ଏହାଦ୍ବାରା ଭା ଭାରତର ଡିଜିଟାଲ୍ ଇକୋସିଷ୍ଟମ ସୁଦୃଢ଼ ହେବ। କେନ୍ଦ୍ରୀୟ ବଜେଟର ଘୋଷଣା ମୁତାବକ 'ଅରେଞ୍ଜ

ଇକୋନୋମି'କୁ ପ୍ରୋତ୍ସାହନ ଦେବା ଏବଂ ସୃଜନଶୀଳ କ୍ଷେତ୍ରକୁ ସମର୍ଥନ କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତା ଉପରେ କେନ୍ଦ୍ର ମନ୍ତ୍ରୀ ଆଲୋକପାତ କରିଥିଲେ ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, ୟୁଟ୍ୟୁବ୍ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ଏଆଇ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ୧୫ ହଜାର ଯୁବକଯୁବତୀଙ୍କୁ ନିଃଶୁକ୍ଳ ତାଲିମ ଦିଆଯିବ। ସେ କହିଥିଲେ, 'କ୍ରିଏଟର୍ସ କର୍ଣ୍ଣର' କାର୍ଯ୍ୟକ୍ରମର ଲୋକପ୍ରିୟତା ବଢ଼ୁଛି । ଏଥିରେ କେତେକ କଣ୍ଟେଣ୍ଟକୁ ୩୦ ଲକ୍ଷରୁ ଅଧୂକ ଦର୍ଶକ ଦେଖୁଛନ୍ତି । ଭାରତର ସମୃଦ୍ଧ ସଂସ୍କୃତି, ପରମ୍ପରା ଏବଂ ଆଞ୍ଚଳିକ ବିବିଧତାକୁ ପ୍ରଦର୍ଶନ କରିବା ପାଇଁ ଦୂରଦର୍ଶନ ଏବଂ ମାଇ ୱେଲ୍ମ ଭଳି ପ୍ଲାଟଫର୍ମକୁ ସକ୍ରିୟ ଭାବରେ ବ୍ୟବହାର କରିବାକୁ ଦେଶର ନିର୍ମାତାମାନଙ୍କୁ ସେ ଅନୁରୋଧ କରିଥିଲେ। ଏଥିସହିତ ଦେଶର ଜୀବନ୍ଧ ଗଣମାଧ୍ଯମ ପରିଦୃଶ୍ୟରେ ଯୋଗଦାନ ଦେବାକୁ ଆହ୍ବାନ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଜାଜୁ କହିଥିଲେ, ପ୍ରଥମ ପଦକ୍ଷେପ ଲୋକଙ୍କୁ ସକ୍ଷମ କରିବ, ଦ୍ବିତୀୟଟି ସୁଯୋଗର ବିସ୍ତାରକୁ ସକ୍ଷମ କରିବ ଏବଂ ତୃତୀୟଟି ସମସ୍ତଙ୍କ ପାଇଁ ବିଷୟବସ୍ତୁ ବା କଣ୍ଟେଣ୍ଡେଣ୍ଡୂର ଉପଲବ୍ଧତା ସୁନିଶ୍ଚିତ କରିବ।

ଏଆଇ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ପରିଚାଳିତ ହେବ। ପ୍ରଥମ ପର୍ଯ୍ୟାୟ, ୨୩ ୨୩ ମାର୍ଚ୍ଚ ମାର୍ଚ୍ଚରୁ ୩୦ ଜୁନ୍, ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ଗୁଗଲ କ୍ୟାରିଅର୍ ସାର୍ଟିଫିକେଟ୍ ଏବଂ ଗୁଗଲ କ୍ଲାଉଡ୍ ଜେନେରେଟିଭ୍ ଏଆଇ ପ୍ରଶିକ୍ଷଣ ମାର୍ଗ ମାଧ୍ୟମରେ ବ୍ୟାପକ ଭାବେ ମୌଳିକ ଏଆଇ ଥାଇ ଶିକ୍ଷା ଉପରେ ଧ୍ଯାନ ଦିଆଯିବ। ଦ୍ବିତୀୟ ପର୍ଯ୍ୟାୟ, ଜୁଲାଇରୁ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହା ସୃଜନଶୀଳ ଶିଳ୍ପ ପାଇଁ ଉନ୍ନତ, ହସ୍ତଶିଳ୍ପ ଏବଂ ପ୍ରକଳ୍ପ-ଭିତ୍ତିକ ବିଶେଷଜ୍ଞତା ଉପରେ ଧ୍ୟାନ ଦେବ।

ମନ୍ତ୍ରଣାଳୟ ୱେଭୁ ଓଟିଟି ପ୍ଲାଟ ଟଫର୍ମ ମଧ୍ଯ ଧ୍ୟରେ ଏକ ନୂତନ ବୈଶିଷ୍ଟ୍ୟ ମାଇୱେଭ୍ରୁ ଘୋଷଣା କରିଛି ଯାହା ନାଗରିକମାନଙ୍କୁ ବିଷୟବସ୍ତୁ ବସ୍ତୁ ସୃଷ୍ଟି, ଅପଲୋଡ୍ ଏବଂ ସେୟାର କ କରିବାକୁ ସକ୍ଷମ କରିବ।

ଟିଭି ଦେଖୁବାକୁ ଅଧୂକ ସରଳ କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ରୂପ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏକ ନୂତନ, ବ୍ୟବହାରକାରୀ-ଅନୁକୂଳ ପ୍ରୋଗ୍ରାମ ଗାଇଡ୍ ଗାଇଡ୍ (ଇପିଜି) ଏବଂ ବିଲ୍ଟ-ଇନ୍ ସାଟେଲାଇଟ୍ ଟ୍ୟୁନର୍‌ ସହିତ ଟେଲିଭି ସେଟ୍ ପ୍ରଚଳନ କରିଛି। ଫଳରେ ଦର୍ଶକମାନେ ଏକ ପୃଥକ ସେଟ୍-ଟପ୍ ବକ୍ସର ଆବଶ୍ୟକତା ବିନା ସିଧାସଳଖ ସେମାନଙ୍କ ଟେଲିଭିଜନ ସେଟ୍‌ରେ ଡିଡି ଫ୍ରି ଡିଶ୍ ଚ୍ୟାନେଲ୍‌ଗୁଡ଼ିକ ଦେଖୂପାରିବେ । ଏହାଦ୍ବାର ରା ଅତିରିକ୍ତ ଖର୍ଚ୍ଚ, ତାର ଏବଂ ବଂ ଏକାଧୂକ ଏକ ରିମୋଟ୍ ବ୍ୟବହାର କରିବାର ଦ୍ବନ୍ଦ୍ବ ହ୍ରାସ ପାଇବ।