ଯୁଦ୍ଧର ଘନ ଘଟା ମଧ୍ୟରେ ବି ସୁନା ରୁପା ଦର ହ୍ରାସ...
ଯୁଦ୍ଧର ଘନ ଘଟା ମଧ୍ୟରେ ବି ସୁନା ରୁପା ଦର ହ୍ରାସ...
ଯୁଦ୍ଧ ଘନଘଟା ଭିତରେ ଖସିଲା ସୁନା ଓ ରୁପା ଦର
୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନା ଦର ୨୭୦୦ ଟଙ୍କା କମିଲା
୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୨,୯୪୦ ଟଙ୍କା ଖସିଲା
୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ହେଲା ୧ ଲକ୍ଷ ୪୦ ହଜାର ୩୫୦ ଟଙ୍କା
୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୨,୭୦୦ ଟଙ୍କା କମିଲା
୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଦର ୧, ୨୮,୬୫୦ ଟଙ୍କା
ରୁପା କେଜି ପ୍ରତି ଦର ୧୦ ହଜାର ହ୍ରାସ ପାଇ ହେଲା ୨ ଲକ୍ଷ ୪୦ ହଜାର
ଏମିତି ବି ଆହୁରି ଖସି ପାରେ ବୋଲି ଅନୁମାନ କରାଯାଉଛି