ତୈଳଜାତ ଦ୍ରବ୍ୟ ବ୍ୟବହାର ହ୍ରାସ କରିବା ପାଇଁ ଦେଶବାସୀଙ୍କୁ ନିବେଦନ କଲେ ମୋଦୀ...

May 11, 2026 - 10:29
 12
ତୈଳଜାତ ଦ୍ରବ୍ୟ ବ୍ୟବହାର ହ୍ରାସ କରିବା ପାଇଁ ଦେଶବାସୀଙ୍କୁ ନିବେଦନ କଲେ ମୋଦୀ...

ଭାରତବାସୀଙ୍କୁ ବଡ଼ ଅପିଲ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

ପ୍ରଧାନମନ୍ତ୍ରୀ କହିଲେ ଯେ, ଏବେ ବିଶ୍ଵରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢୁଛି। 

ପେଟ୍ରୋଲ୍ ଓ ଡିଜେଲ୍ କମ୍ ବ୍ୟବହାର କରନ୍ତୁ। 

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଦେଶବାସୀ ଏକଜୁଟ୍ ହୁଅନ୍ତୁ।

ଯୁଦ୍ଧ ଯୋଗୁଁ ଦେଶ ସଂକଟ ଦେଇ ଗତି କରୁଛି। 

ଯୁଦ୍ଧ ପ୍ରଭାବରୁ ଦେଶକୁ ବଞ୍ଚାଇବାକୁ ହେବ ବୋଲି କହିଲେ ମୋଦି। 

ବର୍ଷେ ଯାଏଁ ବିଦେଶ ଯାତ୍ରାରୁ ନିବୃତ୍ତ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଲେ ମୋଦି।