ରାଜ୍ୟରେ ବଢିଚାଲିଥିବା ଅପରାଧକୁ ରୋକିବା ପାଇଁ ପୋଲିସ ଡିଜି ଏବେ ଆକ୍ସନ ମୁଡ଼ ରେ...
ରାଜ୍ୟର ସବୁ ଥାନାରେ ସକାଳ ୯ଟା ପୂର୍ବରୁ 'ବ୍ରିଫିଂ ପରେଡ୍'
ପ୍ରତିଦିନ 'ବ୍ରିଫିଂ ପରେଡ୍' କରିବାକୁ ନିର୍ଦ୍ଦେଶ ଦେଲେ ପୋଲିସ୍ ଡିଜି
ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସ୍ରେ ଉଚ୍ଚସ୍ତରୀୟ ବୈଠକ
ଜନସାଧାରଣଙ୍କ ସହ ଆସ୍ଥା ଓ ସମନ୍ୱୟ ଆହୁରି ମଜବୁତ କରିବାକୁ ନିର୍ଦ୍ଦେଶ
ERVରେ କାର୍ଯ୍ୟରତ ସବୁ କର୍ମଚାରୀଙ୍କୁ ବୃତ୍ତିଗତ ଓ ବ୍ୟବହାରିକ ତାଲିମ