ନବମ ଥର ପାଇଁ ନୀତୀଶ ହେଲେ ବିହାର ମୁଖ୍ୟମନ୍ତ୍ରୀ

ବିହାର : ବିହାର ରାଜନୀତିରେ ରୋଚକ ଘଟଣାବଳୀ । ନୀତୀଶଙ୍କ ସକାଳେ ଇସ୍ତଫା, ସନ୍ଧ୍ୟାରେ ଶପଥ ଗ୍ରହଣ । ଆଜି ନବମ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ଭାଜପା ସଭାପତି ଜେ.ପି. ନଡ୍ଡା ଉପସ୍ଥିତ ରହିଥିଲେ। ନୀତୀଶ କୁମାରଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ । ଭାଜପା ନେତା ସମ୍ରାଟ ଚୌଧୁରୀ ବିହାରର ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। କୁଶୱା ଜାତିର ଏବଂ ବିହାର ଭାଜପା ସଭାପତି। ସେ ଭେଟେରାନ ନେତା ଶକୁନି ଚୌଧୁରୀନ ପୁଅ ଅଟନ୍ତି। ତେବେ ଏଥର ଏନଡିଏ ସମର୍ଥନରେ ନୀତୀଶ ହେଲେ ମୁଖ୍ୟମନ୍ତ୍ରୀ ।

Jan 28, 2024 - 22:25
 5
ନବମ ଥର ପାଇଁ ନୀତୀଶ ହେଲେ ବିହାର ମୁଖ୍ୟମନ୍ତ୍ରୀ