ଆଜିର ଦିନ ଚର୍ଯ୍ୟା

Aug 5, 2026 - 13:43
 7

ଆଜିର ଦିନ ଚର୍ଯ୍ୟା 

ଅଦ୍ୟ ଅଗଷ୍ଟ ମାସ ୦୫ ତାରିଖ ୨୦୨୬ ମସିହା (ବୁଧବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୩*

*ସମ୍ବତ୍ସର- ରୌଦ୍ର*

*ଶ୍ରାବଣମାସ- କୃଷ୍ଣପକ୍ଷ*

*ତିଥି- ସପ୍ତମୀ ରାତ୍ରି ଘ୦୮/୪୦ ଗତେ ଅଷ୍ଟମୀ*

*ନକ୍ଷତ୍ର- ଅଶ୍ୱିନୀ ରାତ୍ରି ଘ୦୯/୫୬ ଗତେ ଦ୍ୱିଜା*

*ଚନ୍ଦ୍ର-ମେଷ*

*ଯୋଗ- ଶୁଳ* 

*କରଣ - ବିଷ୍ଟି*

ସୌରମାସ- କର୍କଟ ୨୦ 

ସୂର୍ୟୋଦୟ- ପ୍ରାତଃ ଘ୦୫/୨୭/୦୨

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୩୩

ଯୋଗିନୀ ବୟବ୍ୟେ ରାତ୍ରି ଘ୦୮/୪୦ ଗତେ ଐଶାନ୍ୟେ*

ମେଷ ରାଶିର ଘାତଚନ୍ଦ୍ର*

କର୍କଟ ରାଶିର ଘାତବାର*

ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

ମୃତେ ରାତ୍ରି ଘ୦୮/୪୦ ମଧ୍ୟେ ଏକପାଦ ପୁଷ୍କର ଦୋଷ

କାଳବେଳା -ଦିବା ଘ୦୮/୩୭ ଗତେ ଘ୧୦/୧୫ ମଧ୍ୟେ 

ବାରବେଳା- ଦିବା ଘ୧୧/୫୦ ଗତେ ଘ୦୧/୨୮ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୪ମଧ୍ୟେ ଓ ରାତ୍ରି ଘ୦୭/୦୭ ଗତେ ଘ୦୯/୨୯ ମଧ୍ୟେ ଓ ଘ୦୨/୧୮ ଗତେ ଘ୦୫/୨୯ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୩/୫୩ ଗତେ ଘ୦୫/୨୯ ମଧ୍ୟେ ଓ ଘ୦୯/୩୦ ଗତେ ଘ୧୧/୦୮ ମଧ୍ୟେ  

ଅଦ୍ୟ ତାଳ ରାତ୍ରି ଘ୦୮/୪୦ ଗତେ ନଡ଼ିଆ ଭକ୍ଷଣ ନିଷେଧ