ନୂଆପଡା ଉପ ନିର୍ବାଚନପାଇଁ ବିଜେପି ର ମନ୍ତ୍ରୀମାନଙ୍କୁ ଦେଲେ ଦାୟିତ୍ୱ...
ନୂଆପଡା ଉପ ନିର୍ବାଚନପାଇଁ ବିଜେପି ର ମନ୍ତ୍ରୀମାନଙ୍କୁ ଦେଲେ ଦାୟିତ୍ୱ...
ନୂଆପଡ଼ା ଉପନିର୍ବାଚନ;
୮ ମନ୍ତ୍ରୀଙ୍କୁ ଜୋନ୍ ଦାୟିତ୍ବ ଦେଲା ବିଜେପି
ବଞ୍ଜରୀ- ରବି ନାଏକ,
ସୁନାଦେଇ- ଗଣେଶ ରାମସିଂ ଖୁଣ୍ଟିଆ
ପାତାଳେଶ୍ୱର- ଗୋକୁଳାନନ୍ଦ ମଲ୍ଲିକ,
ଜୟଜଂଘା- କୃଷ୍ଣ ଚନ୍ଦ୍ର ପାତ୍ର
କୋନାଭଇରା- ବିଭୂତି ଭୂଷଣ ଜେନା,
ଯୋଗେଶ୍ୱର- ନିତ୍ୟାନନ୍ଦ ଗଣ୍ଡ
ନୂଆପଡ଼ା NAC- ମୁକେଶ ମହାଲିଙ୍ଗ,
ଖରିଆର ରୋଡ୍ NAC- କୃଷ୍ଣଚନ୍ଦ୍ର ମହାପାତ୍ର