ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

Mar 19, 2026 - 08:26
 4
ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

୧୨,୦୦୦ ରୁ ଅଧୂକ ଚଢାଉ; ମହଜୁଦକାରୀ ଏବଂ କଳାବଜାର ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ୧୫,୦୦୦ ରୁ ଅଧୂକ ଏଲପିଜି ସିଲିଣ୍ଡର ଜବତ

ସହରାଞ୍ଚଳରେ ବାଣିଜ୍ୟିକ ଏଲପିଜି ଗ୍ରାହକମାନଙ୍କୁ ପିଏନଜି ବ୍ୟବହାର କରିବାକୁ ଉତ୍ସାହିତ କରାଯାଇଛି

ସିଜିଡି ପାଇପଲାଇନ ବିଛାଇବା ପାଇଁ ଅନୁମୋଦନ ତ୍ବରାନ୍ବିତ କରିବାକୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରାଯାଇଛି

ଅନଲାଇନ୍ ଏଲପିଜି ବୁକିଂ ପ୍ରାୟ ୯୪% ବୃଦ୍ଧି ପାଇଛି

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନୁଯାୟୀ କଳାବଜାର ଏବଂ ମହଜୁଦଖୋରୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରଖୁବାକୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରାଯାଇଛି

ରାଜ୍ୟ ସରକାରଙ୍କ ସମର୍ଥନରେ ଅନେକ ରାଜ୍ୟରେ ବାଣିଜ୍ୟିକ ଏଲପିଜି ଯୋଗାଣ ଆରମ୍ଭହୋଇଛି

ନାଗରିକମାନେ ଆତଙ୍କିତ ବୁକିଂ ଏଡାଇବା ଏବଂ ଏଲପିଜି ସିଲିଣ୍ଡର ବୁକିଂ ପାଇଁ ଡିଜିଟାଲ୍ ମୋଡ୍ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି

ଏଲପିଜି ବାହକ ଶିବାଲିକ୍ ଗତକାଲି ଭାରତରେ ପହଞ୍ଚିଛି; ନନ୍ଦାଦେବୀ ଆଜି ପହଞ୍ଚିଛଛି; ଏଲପିଜି ସ୍ଥାନାନ୍ତର ଆରମ୍ଭ ହୋଇସାରିଛି

ଆଜି ଆର୍ମେନିଆ ପାର ହୋଇଥିବା ପ୍ରାୟ ୧୩୦ ଭାରତୀୟ ତୀର୍ଥଯାତ୍ରୀଙ୍କ ଶୀଘ୍ର ପ୍ରତ୍ୟାବର୍ତ୍ତନ ହେବ ବୋଲି ଆଶା କରାଯାଉଛି

ଭାରତୀୟ ଦୂତାବାସ ଗୁଡ଼ିକ ୨୪ ଘଣ୍ଟା କାର୍ଯ୍ୟ କରୁଛନ୍ତି, ସମଗ୍ର ଅଞ୍ଚଳରେ ଭାରତୀୟ ନାଗରିକଙ୍କୁ ସହାୟତା ଏବଂ ସମର୍ଥନ ପ୍ରଦାନ କରୁଛନ୍ତି

ଆର୍ମେନିଆରେ ପ୍ରବେଶ କରିଥିବା ୨୮୪ ଭାରତୀୟ ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୧୩୦ ଜଣ ଆଜି ଦିଲ୍ଲୀରେ ପହଞ୍ଚିବେ ବୋଲି ଆଶା କରାଯାଉଛି।

ବିଦେଶ ମନ୍ତ୍ରଣାଳୟର ନିୟନ୍ତ୍ରଣ କକ୍ଷ ଭାରତୀୟ ନାଗରିକମାନଙ୍କୁ ସହାୟତା କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି। ନିୟନ୍ତ୍ରଣ କକ୍ଷ ଦ୍ବାରା ପ୍ରାପ୍ତ କଲ୍ ଏବଂ ଇମେଲ୍ ସଂଖ୍ୟା ବର୍ତ୍ତମାନ ଯଥେଷ୍ଟ ହ୍ରାସ ପାଇଛି। ଗତକାଲି, ୨୨ କଲ୍ ଏବଂ ୬ ଟି ଇମେଲ୍ ପ୍ରାପ୍ତ ହୋଇଥିଲା ଏବଂ ତୁରନ୍ତି ଏହାର ଉତ୍ତର ଦିଆଯାଇଥିଲା ।

ପଶ୍ଚିମ ଏସୀୟ କ୍ଷେତ୍ରରେ ଭାରତୀୟ ଦୂତାବାସ ଏବଂ ମିଶନଗୁଡ଼ିକ ୨୪ ଘଣ୍ଟା କାର୍ଯ୍ୟ କରୁଛନ୍ତି ଏବଂ ନିରନ୍ଧର ହେଲ୍ପଲାଇନ୍ ସେବା ପ୍ରଦାନ କରୁଛନ୍ତି। ସେମାନେ ପ୍ରବାସୀ ଭାରତୀୟ ସଂଗଠନ ସହିତ ଯୋଗାଯୋଗରେ ଅଛନ୍ତି ଏବଂ ନିୟମିତ ମାର୍ଗଦର୍ଶିକା ଜାରି କରୁଛନ୍ତି। ଦୂତାବାସଗୁଡ଼ିକ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଅଛନ୍ତି ଏବଂ ଫସି ରହିଥ‌ିବା ଭାରତୀୟ, ଛାତ୍ରଛାତ୍ରୀ, ନାବିକ ଏବଂ ସ୍ବଳ୍ପକାଳୀନ ପରିଦର୍ଶକଙ୍କୁ ଭିସା ସହାୟତା, କାର୍ଯ୍ୟକ୍ଷମ ସହାୟତା ଏବଂ ପରିବହନ ସୁବିଧା ସମେତ ବିଭିନ୍ନ ପ୍ରକାରର ସହାୟତା ପ୍ରଦାନ କରୁଛନ୍ତି।

ଫେବୃଆରୀ ୨୮ ତାରିଖ ଠାରୁ, ପ୍ରାୟ ୨ ଲକ୍ଷ ୪୪ ହଜାର ଯ ଯାତ୍ରୀ ଏହି ଅଞ୍ଚଳରୁ ଭାରତ ଫେରି ଆସିଛନ୍ତି।

ସଂଯୁକ୍ତ ଆରବ ଏମିରେଟ୍ସରେ ଏୟାରସ୍ପେସ୍ ଆଜି ସକାଳେ ଅସ୍ଥାୟୀ ଭ ଭାବରେ ବନ୍ଦ କରାଯା କରାଯାଇଥୂ ଏବଂ ପରେ ପୁଣି ଖୋଲାଯାଇଥିଲା। ସୀର୍ମିତ ସୀ ସ‌ ସଂଖ୍ୟକ ଅଣ-ନିର୍ଦ୍ଧାରିତ ବିମାନ ଚଳାଚଳ କରୁଛି। ୧୬ ମାର୍ଚ୍ଚ ୨୦୨୬ ରେ ପ୍ରାୟ ୫୫ ଟି ଉଡ଼ାଣ ଏବଂ ଅ ଆଜି ଏମି ମିରେଟ୍ସର ବିଭିନ୍ନ ବିମାନବନ୍ଦରରୁ ଭାରତକୁ ପ୍ରାୟ ୭୦ ଟି ଉଡ଼ାଣ ହେଉଛି। ଯାତ୍ରୀମାନଙ୍କୁ ଏୟାରଲାଇନ୍ସ ଲାଇନ୍ସର ସର୍ବଶେଷ ସମୟସୂଚୀ ଯାଞ୍ଚ କରିବାକୁ ଏବଂ ସହାୟତା ପାଇଁ ଭାରତୀୟ ଦୂତାବାସ ଚାବାସ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ସାଉଦୀ ଆରବ ଏବଂ ଓମାନରୁ ଭାରତର ବିଭିନ୍ନ ସ୍ଥାନକୁ ଉଡ଼ାଣ ଜାରି ରହିଛି।

କତର ଏୟାରସ୍ପେସ୍ ଆଂଶିକ ଭାବରେ ଖୋଲା ଅଛି। ୧୬ ମାର୍ଚ୍ଚ ୨୦୨୬ରେ ଭାରତକୁ ତିନୋଟି ଉଡ଼ାଣ ପରିଚାଳିତ ହୋଇଥିଲା ଏବଂ ଆଜି ଆହୁରି ତିନୋଟି ଉଡ଼ାଣ ହେବାର ସମ୍ଭାବନା ଅଛି।

୨୮ ଫେବୃଆରୀ, ୨୦୨୬ ଠାରୁ କୁଏତର ଏୟାର ୟାରସ୍ପେସ୍ ବନ୍ଦ ରହିଛି। ସାଉଦୀ ଆରବର ଅଲ୍ କାଇସୁମାହ ବିମାନବନ୍ଦରରୁ ଭାରତକୁ ସ୍ବତନ୍ତ୍ର ଅଣ-ନିର୍ଦ୍ଧାରିତ ଉଡ଼ାଣ ପରିଚାଳିତ କରି ରିବ ବୋଲି ଆଶା କରାଯାଉଛି।

ବାହାରିନ୍ ଏବଂ ଇରାକର ଏୟାରସ୍ପେସ୍ ବନ୍ଦ ରହିଛି ଏବଂ ସେଠାରେ ଭାରତୀୟ ନାଗରିକଙ୍କ ପାଇଁ ପରିବହନ ସୁବିଧା ସାଉଦୀ ଆରବ ଦେଇ ଜାରି ରହିଛି।

୧୩ ମାର୍ଚ୍ଚ, ୨୦୨୬ରେ ସୋହର ଘଟଣାରେ ପ୍ରାଣ ହରାଇଥ‌ିବା ଦୁଇ ଭାରତୀୟ ନାଗରିକଙ୍କ ପାର୍ଥବ ଶରୀରକୁ ଜୟପୁରରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଭାରତ ସରକାର ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଆହତ ଭାରତୀୟ ନାଗରିକଙ୍କ ଅବସ୍ଥା ତଦାରଖ କରିବା ପାଇଁ ଭାରତୀୟ ଦୂତାବାସ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ସମ୍ପୂକୁ କମ୍ପାନୀ ସହିତ ନିରନ୍ଧର ଯୋଗାଯୋଗରେ ରହିଛି। ସେମାନଙ୍କ ମଧ୍ୟରୁ କେହି ଗୁରୁତର ଆହତ ହୋଇନାହାଁନ୍ତି।

ବସରାରେ ଥ‌ିବା ଦୂତାବାସ କର୍ମଚାରୀମାନେ ୧୫ ଜଣ ଭାରତୀୟ ନାବିକଙ୍କୁ ସହାୟତା ଜାରି ରଖୁଛି, ଯେଉଁମାନେ ସୁରକ୍ଷିତ ଭାବରେ ସ୍ଥାନାନ୍ତରିତ ହୋଇ ବର୍ତ୍ତମାନ ଏକ ହୋଟେଲରେ ରହିଛନ୍ତି। ସେମାନଙ୍କୁ ଶୀଘ୍ର ଭାରତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ପ୍ରୟାସ ଚାଲିଛି।

ପାଇଁ ଦୂତାବାସ ଇରାକ ମୃତ ଭାରତୀୟ ନାଗରିକଙ୍କ ପାବ ଶରୀର ପ୍ରତ୍ୟାବର୍ତ୍ତନକୁ ତ୍ବରାନ୍ବିତ କରିବା ପାଇଁ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରୁଛି।

ସାମ୍ପ୍ରତିକ ଘଟଣାରେ ପାଞ୍ଚ ଜଣ ଭାରତୀୟ ନାଗରିକ ଆହତ ହୋଇଛନ୍ତି ଏବଂ ଜଣେ ନିଖୋଜ ଅଛନ୍ତି । ଆଜି ଓମାନରୁ ଦୁଇ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ଭାରତ ଅଣାଯାଇଛି।

ଓମାନ, ଇରାକ ଏବଂ ସଂଯୁକ୍ତ ଆରବ ଏମିରେଟ୍ସରେ ଥୂବା ଭାରତୀୟ ଦୂତାବାସ ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ ସମ୍ପୂକୁ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ର ଅଛନ୍ତି ଏବଂ ଆବ ।ବଶ୍ୟକ ଔପଚାରିକତା ପୂରଣ କରିବା ପରେ ଅବଶିଷ୍ଟ ପାର୍ଥୀବ ଶରୀର ପ୍ରତ୍ୟାବର୍ତ୍ତନକୁ ତ୍ବରାନ୍ବିତ କରିବା ବା ପାଇଁ କାର୍ଯ୍ୟ କରୁଛନ୍ତି।

ସରକାର ପୁଣି ଥରେ ଦୋହରାଇଛନ୍ତି ଯେ ପ6 al ଏସିଆର ଘଟଣାକ୍ରମ ପ୍ରତି ସଜାଗ ଦୃଷ୍ଟି ରଖାଯାଇଛି । ସମ୍ପୂକୁ ମନ୍ତ୍ରଣାଳୟ ଏବଂ ଏଜେନ୍ସିଗୁଡ଼ିକ ମଧ୍ୟରେ ଘନିଷ୍ଠ ସମନ୍ବୟ ବଜାୟ ରହିଛି। ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଏବଂ ଜାତୀୟ ସ୍ବାର୍ଥକୁ ସୁରକ୍ଷା ଦେବା ପାଇଁ ଆ ପଦକ୍ଷେପ ନିଆଯାଉଛି। ଆବଶ୍ୟକ